ଅଧ ରାତିରେ ପାକିସ୍ତାନ ଉପରେ ଆକ୍ରମଣ କଲା ଭାରତ, ସୀମାରେ ବଡ଼ ହଲଚଲ
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଆକ୍ରମଣ କଲା ଭାରତ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯାହା ଅପେକ୍ଷା କରାଯାଉଥିଲା ସେଇଆ ହେଲା। କିଛି ସମୟ ପୂର୍ବେ ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ…