ପାକିସ୍ତାନ ନିକଟରେ ରହିଛି ୨୫୦ ଗ୍ରାମର ପରମାଣୁ ଅସ୍ତ୍ର? ବିଶେଷଜ୍ଞଙ୍କ ସାଂଘାତିକ ଖୁଲାସା
ନୂଆଦିଲ୍ଲୀ: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଆତଙ୍କବାଦୀ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକିସ୍ତାନରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଭାରତ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।…