ପାକିସ୍ତାନ ସହ ଯୁଦ୍ଧ ହେଲେ କାହାକୁ ସମର୍ଥନ କରିବ ଚୀନ? ଏବେ ନିରବ ଅଛନ୍ତି ଜିନପିଙ୍ଗ
ନୂଆଦିଲ୍ଲୀ: ପହଲଗାମରେ ହିନ୍ଦୁଙ୍କ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବାକୁ ଲାଗିଛି। ଭାରତ ପାକିସ୍ତାନର ଘରେ ପଶି ଆତଙ୍କବାଦୀମାନଙ୍କୁ ମାରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପହଲଗାମର ପୀଡ଼ିତମାନଙ୍କୁ ଯେ କୌଣସି ମୂଲ୍ୟରେ ନ୍ୟାୟ ମିଳିବ।…