Latest Odisha News

BREAKING NEWS

ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ

ଭୁବନେଶ୍ୱର,: ଭୂତ, ପ୍ରେତ ଓ ଅଲୌକିକ ଶକ୍ତି ବିଷୟରେ ଚର୍ଚ୍ଚା ଓଡ଼ିଶାରେ ଗାଁ ଗହଳିରୁ ଆରମ୍ଭ କରି ସହରୀ ଘରେ ଘରେ ଶୁଣିବାକୁ ମିଳେ। ଅନେକେ ଦାବି କରନ୍ତି ଯେ ସେମାନଙ୍କୁ ଭୂତ ଲାଗିଛି କିମ୍ବା ଅଲୌକିକ ଅନୁଭବ ହୋଇଛି। କିନ୍ତୁ ଏହା କ’ଣ ସତରେ ସତ୍ୟ, ନା ମାନସିକ ଓ ସାଂସ୍କୃତିକ ବିଶ୍ୱାସର…

ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ନାଟ୍ୟକଳା ‘ଯାତ୍ରା’ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ। ଏହି କଳାରେ ମାଲିକ ଓ କଳାକାରଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି, ଯାହା ଅନେକ ସମୟରେ ସାମାଜିକ ଓ ପାରମ୍ପରିକ ରୀତିରେ ରଙ୍ଗୀନ ହୋଇଥାଏ। ଯାତ୍ରା ଜଗତରେ ଏକ ଚର୍ଚ୍ଚିତ ପ୍ରଶ୍ନ ହେଉଛି—ଯାତ୍ରା…

ପାକିସ୍ତାନରେ ପ୍ରଚଳିତ କିଛି ଅଦ୍ଭୁତ ଆଇନ: ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେଶରେ କିଛି ନା କିଛି ଏପରି ଆଇନ ରହିଛି, ଯାହା ଅନ୍ୟ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏପରି ଅନେକ ଅଦ୍ଭୁତ ଆଇନ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଆଇନଗୁଡ଼ିକ ଦେଶର ସାଂସ୍କୃତିକ ଓ ଧାର୍ମିକ…

ଶରୀର ପାଇଁ କାନ୍ଦିଲେ ଭଲ !

ଭୁବନେଶ୍ୱର: କାନ୍ଦ ଅନେକ ସମୟରେ ଦୁର୍ବଳତାର ଲକ୍ଷଣ ଭାବେ ଦେଖାଯାଏ, କିନ୍ତୁ ନିକଟରେ ହୋଇଥିବା ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ, କାନ୍ଦ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ବିଶେଷଜ୍ଞମାନଙ୍କ ମତରେ, କାନ୍ଦ ମାଧ୍ୟମରେ ଶରୀରରୁ ଚାପ ଏବଂ ନକାରାତ୍ମକ ଭାବନା…

ସୋନିଆ ଓ ରାହୁଲଙ୍କ ନାଁରେ ଚାର୍ଜସିଟ୍‌, ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଫାଇଲ

ନୂଆଦିଲ୍ଲୀ:ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଦୁର୍ନୀତି ଫାଇଲ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚାର୍ଜସିଟରେ ଅନ୍ୟତମ କଂଗ୍ରେସ ନେତା ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ…

କେଉଁ ରାଶିର ଲୋକ ହୁଅନ୍ତି ଅଧିକ ଧନୀ? ଜ୍ୟୋତିଷ ଶାସ୍ତ୍ର କ’ଣ କୁହେ?

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାଶିଫଳ ଏକ ବ୍ୟକ୍ତିର ଜୀବନ, ସ୍ୱଭାବ, କ୍ୟାରିଅର ଏବଂ ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ ହେବାର ସମ୍ଭାବନା ରଖନ୍ତି। ତେବେ, କେଉଁ ରାଶିର ଲୋକ ଅଧିକ…

କେବେ କମିବ ପେଟ୍ରୋଲ ଦର? ଆସିଲା ଅପଡେଟ !

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ନେଇ ସାଧାରଣ ଜନତାଙ୍କ ମନରେ ଏବେ ବଡ଼ ପ୍ରଶ୍ନ ହେଉଛି କେବେ କମିବ ମୂଲ୍ୟ ? ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର କିଛି ମାସ ଧରି ହଲଚଲ ରହିଥିବା ବେଳେ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ରହିଛି। ଓଡ଼ିଶାରେ ଆଜି ପେଟ୍ରୋଲ ଦର ପ୍ରାୟ ୧୦୦.୯୩ ଟଙ୍କା ପ୍ରତି…

ଭଦ୍ରକରେ ବଡ଼ ଅଘଟଣ, ଡିଜେ ବାଜୁଥିବା ସମୟରେ ୧୧ କେଭି ତାର ଲାଗି ଦୁଇ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ନୂଆନନ୍ଦ ଗାଁରେ ପାଟୁଆ ଯାତ୍ରା ଚାଲିଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଜେ ବାଜୁଥିବା ସମୟରେ ଏକ ଡିଜେ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଗୁରୁତର ଆହତ…

ଜୈନ ଧର୍ମର ଭୟଙ୍କର ବ୍ରତ ! ଉପବାସ ରହି ଦେହତ୍ୟାଗ କରନ୍ତି ସାଧୁ

ଛତିଶଗଡ଼ର ଚନ୍ଦ୍ରଗିରି ଡୋଙ୍ଗରଗଡ଼ଠାରେ ଜୈନ ଧର୍ମର ପ୍ରଖ୍ୟାତ ସାଧୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ୨୦୨୪ ମସିହା ଫେବୃଆରୀ ୧୮ ତାରିଖ ରାତି ୨:୩୫ ମିନିଟରେ ସମାଧି ମାରଣ (ପରିନିର୍ବାଣ) ଲାଭ କରିଥିଲେ। ତାଙ୍କ ବୟସ ହେଉଥିଲା ୭୬ ବର୍ଷ। ଜୈନ ଧର୍ମର ପରମ୍ପରା ଅନୁଯାୟୀ, ସେ ଶେଷ…

ଭାରତ ଇତିହାସର ରହସ୍ୟମୟ ସମ୍ପ୍ରଦାୟ ଆଜିବିକା, ଓଡ଼ିଶାର ଗୁମ୍ଫାରେ ରହୁଥିଲେ ଏମାନେ

ଆଜିବିକା ସମ୍ପ୍ରଦାୟ ଭାରତୀୟ ଇତିହାସରେ ଏକ ରହସ୍ୟମୟ ଓ ଅନନ୍ୟ ଧାର୍ମିକ ସମ୍ପ୍ରଦାୟ। ଯାହା ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀ ସମୟରେ ଜୈନ ଓ ବୌଦ୍ଧ ଧର୍ମ ସହିତ ଏକକାଳୀନ ଉତ୍ଥାନ ଲାଭ କରିଥିଲା। ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ମକ୍ଖଲି ଗୋସାଳ (ମସ୍କାରୀ ଗୋଶାଳକ), ଯିଏକି ସେତେବେଳର…