ଶ୍ରୀମତୀ
ଶ୍ରୀମତୀ
ଶ୍ରୀଯୁକ୍ତ ସତ୍ୟାନାଶ
ଭାଗବାନଙ୍କ ସୃଷ୍ଟିରେ
ପତିପତ୍ନୀଙ୍କର ଯୋଡ଼ି ଅତୀବ ସୁନ୍ଦର,
ଠିକ୍ ଯେମିତି ଯୋଡ଼ି
ବିରିିଆନୀ ସାଙ୍ଗେ କଚମ୍ବର ।
ପତ୍ନୀଙ୍କୁ ମୁଁ କଚମ୍ବର କହୁଚି ଭାବି
ପତ୍ନୀ କେହି କରନ୍ତୁ ନାହିଁ ରାଗ,
କାରଣ...ବୁଝିବାରେ ଅସୁବିଧା ନାଇଁ
ବିରିଆନୀଟା 'ଈ'କାର…