ଜୀବାଳି
ଜୀବାଳି
ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ
ହଁ, ଯା' କହିଲ ଠିକ୍
ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ
ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ,
ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍
ସ୍ଵର୍ଗଦ୍ଵାର ଦର୍ଶନ!
ତମେ ଠିକ୍ କହିଚ,
ମୁଁ'ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ
ଏବେ ଶେଷ ଦେଖା…
BREAKING NEWS