Latest Odisha News

BREAKING NEWS

‘ବିକାଶ ଓ ମୂଲ୍ୟବୋଧ’ର ବାହକ ଭାଗବତ ବାବୁ…

୧୯୮୬ ମସିହାରେ ମୋତେ ସ୍ୱର୍ଗତ ବ୍ରଜମୋହନ ମହାନ୍ତି ସଂଘରେ ନେଇ ବସନ୍ତ ବିଶ୍ୱାଳଙ୍କ ତଥାକଥିତ ଝାଉଁ ଜଙ୍ଗଲ କ୍ୱାର୍ଟରକୁ ନେଇଥିଲେ । ମୁଁ ନିମାପଡ଼ା କଲେଜର ଛାତ୍ର ନେତା ହିସାବରେ ବ୍ରଜମୋହନ ମହାନ୍ତିଙ୍କ ସଂସ୍ପର୍ଶରେ ଆସିଥିଲି ଏବଂ ବିଭିନ୍ନ ସମୟରେ ବ୍ରଜବାବୁଙ୍କ ଲୋକସଭା ଓ ବିଧାନସଭା…