ଏକାମ୍ର ରେ ଦୋଳ ପରମ୍ପରା…
ଭୁବନେଶ୍ଵର: ଦୋଳ ଉତ୍ସବ ଓଡ଼ିଆ ଜାତିର ନିଜସ୍ୱ ଉତ୍ସବ। ସାରା ଭାରତ ରେ କେବଳ ହୋଲିକା ଦହନ ଓ ହୋଲି ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ହୋଲିକା ଦହନ, ଦୋଳ ପୁର୍ଣ୍ଣିମା ଓ ହୋଲି ବିପୁଳ ଉତ୍ସାହରେ ପାଳନ କରାଯାଇଥାଏ । ଦୋଳ ଓ ହୋଲି ଗାଁ ଗାଁ ରେ ଏକ ଉତ୍ସବ ର ବାତାବରଣ ସୃଷ୍ଟି କରିଥାଏ ।…