Latest Odisha News

BREAKING NEWS

ମହିଷାସୁର

ମହିଷାସୁର ସୁରେଂଦ୍ର ପାଣିଗ୍ରାହୀ କିଏ ଜଣେ ମହାପୁରୁଷ କହିଥିଲେନା ‘ସବୁ କିଛି ହିଁ ଯୁକ୍ତିଯୁକ୍ତ କେବଳ ପ୍ରେମ ଓ ଯୁଦ୍ଧରେ!’ ମୋର ସମସ୍ତ ଅସହାୟ ଇଚ୍ଛା ଓ ଶରୀରର ରକ୍ତମାଂସର କାମନାମାନେ ସତେ ଯେମିତି ତୁମ ପାଇଁ ଜନ୍ମ ନେଇଥିଲେ ଦେବୀ ! ହଁ, ରାକ୍ଷସ ଯୋନିରେ କେଉଁ ଏକ ଅମଙ୍ଗଳ…