ଆସୁଛି ରଜ ହୋଇ ସଜବାଜ…
ଆସୁଛି ରଜ ହୋଇ ସଜବାଜ...
ସୁଶାନ୍ତ କୁମାର ନନ୍ଦ
ମେଘ ରାଇଜରୁ ବରଷା ଆସିବ
ଡାକ ଆଜି ଦେଖ ଦେଲାଣି
ଗିରିଷିମ ଏବେ ବାହୁଡ଼ିବ ବୋଲି
ସଜବାଜ ପରା ହେଲାଣି ।
ଏତିକି ବେଳକୁ ଓଡ଼ିଆ ଘରକୁ
ଆସିଗଲା ଦେଖ କିଏରେ,
ଘରେ ଘରେ ବାସେ କେତେ
ପିଠା ପଣା
ବଡ଼ ପରବଟେ ସିଏରେ ।
ଗାଁ ଆମ୍ବ ତୋଟା…