ବଲଙ୍ଗୀର : ଛେଳି ଚୋରି କରିବା ଏଏସଆଇଙ୍କୁ ପଡିଲା ମହଙ୍ଗା । ଛେଳି ଚୋରି କରି ବଲଙ୍ଗୀର ସିନ୍ଧିକେଲା ଥାନା ଏଏସଆଇ ସୁମନ ମଲ୍ଲିକ ନିଲମ୍ବିତ ହୋଇଛନ୍ତି । ଶୁକ୍ରବାର ରାତିରେ ସିନ୍ଧିକେଲା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି ଭୋଜି କରିବା ତାଙ୍କ ନାଁ ରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଆଜି ବଲାଙ୍ଗୀର ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
BREAKING NEWS
- ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ୱାଗତ
- ୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ
- ୫କେଜି ଗ୍ୟାସ୍ ବିକ୍ରି ବନ୍ଦ,ଇ-କେୱାଇସି ଥିଲେ ଏଜେନ୍ସିରୁ ଗ୍ୟାସ୍ ପାଇବେ
- ଓଡିଶା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବ ଏହି ବଲିଉଡ୍ ଷ୍ଟାରଙ୍କ ଅଭିନୟ, ରାଣୀ ପଣ୍ଡାଙ୍କ ସହ ଆସିବେ ନଜର
- ଆମେରିକା ନାଟୋ ଛାଡିଦେଲେ କିଏ ସବୁଠାରୁ ଅଧିକ ଲାଭବାନ ହେବ?
- Naveen Patnaik Joins Digital Census: ଡିଜିଟାଲ୍ ଜନଗଣନାରେ ସାମିଲ ହେଲେ ନବୀନ ପଟ୍ଟନାୟକ, ନବୀନ ନିବାସରେ ବସି କଲେ ସ୍ୱ-ଜନଗଣନା
- ଭାରତଠାରୁ କେଉଁ ଔଷଧ କିଣେ ଆମେରିକା ?
- Ear Pain: ବାରମ୍ବାର କାନ ଯନ୍ତ୍ରଣା ହେଉଛି କି? ଅଣଦେଖା କରନ୍ତୁ ନାହିଁ…ହୋଇପାରେ ବଡ଼ ରୋଗର ସଙ୍କେତ…
- ଏପ୍ରିଲ ୧୦ ପର୍ଯ୍ୟନ୍ତ ବଢିଲା ସିଇଇର ପଞ୍ଜୀକରଣ ଅବଧି
- Expansion Of Ayushman Bharat : ୬୦ରେ ଅବସର…୭୦ରେ ଚିକିତ୍ସା ଅଧିକାର? ଆୟୁଷ୍ମାନ କାର୍ଡ ନେଇ ଅନେକଙ୍କ ଆଶା ଧୂଳିସାତ କଲେ ହାଇକୋର୍ଟ
Comments are closed.