Latest Odisha News

BREAKING NEWS

ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ…

ନୂଆଦିଲ୍ଲୀ: ଆରବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇ ମାସ କ୍ୟାଲେଣ୍ଡର ଅନୁଯାୟୀ ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ରବିବାର ଏବଂ ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କରେ କାମ ହେବ ନାହିଁ। ଏହିପରି ଭାବେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ କାମ ହେବ ନାହିଁ।

୪ ଜୁଲାଇ ୨୦୨୧ – ରବିବାର

୧୦ ଜୁଲାଇ ୨୦୨୧ – ଦ୍ୱିତୀୟ ଶନିବାର

୧୧ ଜୁଲାଇ ୨୦୨୧ – ରବିବାର

୧୨ ଜୁଲାଇ ୨୦୨୧ – ସୋମବାର – କାଙ୍ଗ (ରାଜସ୍ଥାନ), ରଥ ଯାତ୍ରା (ଭୁବନେଶ୍ୱର, ଇମ୍ଫାଲ,)

୧୩ ଜୁଲାଇ ୨୦୨୧ – ମଙ୍ଗଳବାର – ଭାନୁ ଜୟନ୍ତୀ (ଶହୀଦ ଦିବସ- ଜାମ୍ମୁ କାଶ୍ମୀର, ଭାନୁ ଜୟନ୍ତୀ- ସିକ୍କିମ୍)

୧୪ ଜୁଲାଇ ୨୦୨୧- ଦ୍ରୁକପା ତ୍ରୋଶ୍ଚି (ଗାଙ୍ଗଟକ)

୧୬ ଜୁଲାଇ ୨୦୨୧- ଗୁରୁବାର – ହରେଲା ପୂଜା (ଡେରାଡୁନ୍)

୧୭ ଜୁଲାଇ ୨୦୨୧ – ଖାରଚି ପୂଜା (ଅଗରତାଲା, ଶିଲଂ)

୧୮ ଜୁଲାଇ ୨୦୨୧ – ରବିବାର

୧୯ ଜୁଲାଇ ୨୦୨୧ – ଗୁରୁ ରିମ୍ପୋଚେଙ୍କ ଥଙ୍ଗକର ଚେଚୁ (ଗାଙ୍ଗଟକ)

୨୦ ଜୁଲାଇ ୨୦୨୧ – ମଙ୍ଗଳବାର – ଇଦ୍ ଅଲ ଅଦା (ଦେଶବ୍ୟାପୀ)

୨୧ ଜୁଲାଇ ୨୦୨୧ – ବୁଧବାର – ବକରିଦ୍

୨୪ ଜୁଲାଇ ୨୦୨୧ – ଚତୁର୍ଥ ଶନିବାର

୨୫ ଜୁଲାଇ ୨୦୨୧ – ରବିବାର

୩୧ ଜୁଲାଇ ୨୦୨୧- ଶନିବାର – କେର୍ ପୂଜା (ଅଗରତାଲା)

Leave A Reply

Your email address will not be published.