ବରଗଡ଼: ପିସିଆର୍ ବାଇକର ଶୁଭାରମ୍ଭ । ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନାଙ୍କ ଦ୍ୱାରା ଆଜି ୪ ଟି ପିସିଆର୍ ବାଇକର ଶୁଭ ଉଦ୍ ଘାଟନ କରାଯାଇଛି । ବରଗଡ଼ରେ ଦିନକୁ ଦିନ ଚୋରି ,ଡକାୟତ,ନିଶା କାରବାର ବଢ଼ୁଛି। ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି ପିସିଆର୍ ବାଇକକୁ ନେଇ ଜନସାଧାରଣଙ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯିବ ।ଏହି ବାଇକ ଅପରାଧ ରୋକିବା ସହ ଅପରାଧିଙ୍କୁ ଧରିବାରେ ସହୟକ ହେବ ବୋଲି ବରଗଡ଼ ଏସ୍. ପି ସୂଚନା ଦେଇଛନ୍ତି ।
BREAKING NEWS
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
- ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ
- Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ
- Cold Wave: ଜାଡ଼ରେ ଥରୁଛି ଓଡ଼ିଶା, ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ
- ପୁଣି ଚାନ୍ଦବାଲିରେ ଲଜ୍ଜା, ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
Comments are closed.