- ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
- ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।
- ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ ସ୍ମିନ୍ ବାହାରି ଯାଇଥାଏ । ଶରୀରର ମୃତ ଚର୍ମ ଦୂର ହୋଇଥାଏ ।
- ନିୟମିତ ଖଜୁରୀ ଖାଇଲେ ଚେହେରାରେ ଚମକ ଆସିଥାଏ ।
- ଖଜୁରୀରେ ଭିଟାମିନ୍ ସି ରହିଛି ।
- ବ୍ରଣ, ନାଲି ବ୍ରଣ ଏବଂ ଷ୍ଟ୍ରେଚ୍ ମାର୍କ୍ସ ଦୂର ହୋଇଥାଏ ପ୍ରତିଦିନ ଖଜୁରୀ ଖାଇଲେ ।
- ପ୍ରତିଦିନ ଖଜୁରୀ ଖାଇଲେ କେଶ ଘନ ହେବା ସହ କଳା ହୋଇଥାଏ ।
- କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ ।
- ଖଜୁରୀରେ ଆଇରନ୍ ରହିଛି, ଯାହାଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.