Latest Odisha News

BREAKING NEWS

ଭାରତୀୟ ବଜାରରେ ଲଞ୍ଚ୍ ହେଲା ବେନେଲ୍ଲି ଲିଓନ୍ସିନୋ ୨୫୦

ମୁମ୍ବାଇ: ଭାରତୀୟ ମୋଟର୍ ସାଇକେଲ୍ କମ୍ପାନୀ ବେନେଲ୍ଲି ଶନିବାର ଦିନ ଭାରତୀୟ ବଜାର ଲାଗି ଲଞ୍ଚ୍ କରିଛି ଲିଓନ୍ସିନୋ ୨୫୦ ନୂଆ ମୋଟର୍ ସାଇକେଲ ।

ଏହି ନୂଆ ଲିଓନ୍ସିନୋ ୨୫୦ ମୋଟର ସାଇକେଲଟି ୨୪୯ ସିସିଯୁକ୍ତ । ଏଥିରେ ରହିଛି ସିଙ୍ଗଲ୍ ସିଲିଣ୍ଡର ଏବଂ ଲିକୱିଡ଼ କୁଲଡ଼ ମୋଟର୍ ଯାହାଦ୍ୱାରା ୨୫. ୮ଏଚପି ତଥା ୨୧ଏନଏମ ଟର୍କ । ଏଥିରେ ଡୁଆଲ ଚ୍ୟାନେଲ ଏବିଏସ ।

ଏହି ମୋଟର ସାଇକେଲର ଫ୍ରଣ୍ଟ ଟାୟାର୍ ୧୧୦/୭୦-ଆର୍ ୧୭ ରହିଥିବା ବେଳେ ରିୟର ଟାୟାର୍ ୧୫୦/୬୦-ଆର୍ ୧୭ ରହିଛି ।

ଏହି ଲିଓନ୍ସିନୋ ୨୫୦ ମୋଟର୍ ସାଇକେଲ କେଟିଏମ ୩୯୦ ଡ୍ୟୁକ ର ଦାମ ରହିଛି ୨.୪୮ ଲକ୍ଷ ଟଙ୍କା ଏବଂ ରୟାଲ ଏନଫିଲଡ଼ ଇଣ୍ଟରସେପ୍ଟର ମୋଟର ସାଇକେଲର ଦାମ ୨.୫୫ ଲକ୍ଷ ଟଙ୍କା ।

ଏହି ମୋଟର୍ ସାଇକେଲ ଲାଗି ଏବେ ବୁକିଂ ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ମାସରେ ଏହି ଗାଡ଼ି ପାଇପାରିବେ ।

Leave A Reply

Your email address will not be published.