ବ୍ରହ୍ମପୁର: ବାପା ଓ ପୁଅକୁ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ଏନେଇ ପୋଲିସ ପକ୍ଷରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।
ତେବେ ପୋଷ୍ଟ ଏଭଳି ମଜାଦାର ହୋଇଛି ଯେ ହସିହସି ବେଦମ ହୋଇପଡିଛନ୍ତି ନେଟିଜେନ୍ସ।

ବ୍ରହ୍ମପୁର ଏସ୍ପିଙ୍କ ପୋଷ୍ଟ ଅନୁଯାୟୀ, ଗୋପାଳପୁର ପୋଲିସ ଟିମ୍ ବାପା ଏବଂ ପୁଅଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ଫଟୋରେ ବିଭିନ୍ନ ଇମୋଜିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି।

Comments are closed.