ବେଜିଂ: ବାଇଡେନ ପ୍ରଶାସନ ଅଧୀନରେ ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ମଧ୍ୟ ଜାରି ରହିବ। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ଚୀନ୍ ପ୍ରସଙ୍ଗରେ କୌଣସି ଦୃଷ୍ଟି ଦେବେ ନାହିଁ କାରଣ ସେ କରୋନା ଭୂତାଣୁ ଏବଂ ଅର୍ଥନୀତି ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ହ୍ବାଇଟ୍ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଯେ ଆମେରିକାର ଉଦ୍ଦେଶ୍ୟ ହେଉଛି ତାଙ୍କ ସାଥୀଙ୍କ ସହ ଆଗକୁ ବଢିବା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା-ଚୀନ୍ ମଧ୍ୟରେ ତିକ୍ତତା ବହୁ ପରିମାଣରେ ବୃଦ୍ଧି ପାଇଥିଲା।
BREAKING NEWS
- ଭୁଲବଶତଃ ବାଂଲାଦେଶ ସୀମାକୁ ଚାଲିଗଲେ ବିଏସଏଫ୍ ଯବାନ;ଫ୍ଲାଗ୍ ମିଟିଂ ପରେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ
- ଘରର ବିଭିନ୍ନ ସ୍ଥାନରୁ ୧୦ କୋଟିର ବ୍ରାଉନସୁଗର ଜବତ, ୨ ଗିରଫ
- ସମ୍ଭାବ୍ୟ ବାତ୍ୟା ‘ଅକବାନ’; ୩ ଦିନ ପାଇଁ ଖାଦ୍ୟ, ପାଣି, ଔଷଧ ଓ ଜରୁରୀ କାଗଜପତ୍ର ରଖିବାକୁ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ
- ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬: ପଞ୍ଜୀକରଣର ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି
- ବ୍ରହ୍ମପୁର MKCG ମେଡିକାଲରେ ମୋବାଇଲ୍ ବ୍ୟାନ, ଡ୍ୟୁଟି ସମୟରେ…
- ଫୁଟପାଥକୁ ଅବରୋଧମୁକ୍ତ ରଖିବାକୁ ରାଜ୍ୟ ସରକାର ନେଲେ ନୂଆ ପଦକ୍ଷେପ
- ୧୦୦୦ କେଜି ସିଲ୍ ‘ନୀଲ’: ଅଷ୍ଟ୍ରେଲିଆରେ ମିଳିଲା କାନୁନି ସୁରକ୍ଷା, ଏବେ ୩୦ ମିଟର ଦୂରରୁ ଦେଖିବାକୁ ମିଳିବ
- କୋହଲିଙ୍କ ସହ ବନ୍ଧୁତା ପଡ଼ିଲା ବହୁତ ମହଙ୍ଗା, ଜାଣନ୍ତୁ କାହିଁକି ଏପରି କହିଲେ ଫାଫ୍ ଡୁ ପ୍ଲେସିସ୍?
- ବନ୍ଦେ ଭାରତରେ ଚଢ଼ିବା ମହଙ୍ଗା ପଡ଼ିଲା, ୩୬ ହଜାର ଟଙ୍କା ଫାଇନ
- ସମ୍ଭାବ୍ୟ ବାତ୍ୟା ଭୟ: ମାଲକାନଗିରିରେ ୨ ଦିନ ସ୍କୁଲ ଛୁଟି ଘୋଷଣା…
Comments are closed.