ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ବିଗ୍ ବଜାର ଆଣିଛି ଆକର୍ଷଣୀୟ ଅଫର୍ । ଏ ନେଇ ବିଗ୍ ବଜାର ପକ୍ଷରୁ ପବ୍ଲିକ୍ ହଲିଡେ ସେଲ୍ ବିଷୟରେ ଘୋଷଣା କରାଯାଇଛି । ଏହା ଅକ୍ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି ଚାରିଦିନ ଗ୍ରାହକଙ୍କ ପାଇଁ ରହିଛି ଧମାକାଦାର ଅଫର୍ । ଏହି ଚାରିଦିନିଆ ସପିଙ୍ଗ୍ ସେଲ୍ରେ ଗ୍ରାହକମାନେ ଫ୍ୟାସନ୍, ହୋମ୍ ଫର୍ଣ୍ଣିସିଂ, ଇଲେକ୍ଟ୍ରୋନିକ୍ସ, କିଚେନ୍କେୟାର୍, ଲଗେଜ୍ ଓ ଅନ୍ୟାନ୍ୟ ଜିନିଷ ଉପରେ ଆକର୍ଷଣୀୟ ଅଫର୍ ପାଇପାରିବେ । ପୁରୁଷ, ମହିଳା ଓ ଶିଶୁଙ୍କ ପୋଷାକ ଉପରେ ବାଏ ୧ ଗେଟ୍ ୧ ଅଫର୍ ବି ରହିଛି । ହୋମ୍ ଫ୍ୟାସନ୍ ଉପରେ ମଧ୍ୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ । ଯେମିତିକି ବେଡ୍ସିଟ୍, ବାଥ୍ ଡେକର୍, ଟାୱେଲ୍ ଓ ପରଦା ଉପରେ ୫୦ ପ୍ରତିଶତ ରିହାତି ମିଳିପାରିବ । ସେହପରି କିଚେନ୍ କେୟାର୍ ଉପରେ ମଧ୍ୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଛି । ବିଗ୍ ବଜାରର ପୁରୁଣା ଏବଂ ନୂଆ ଗ୍ରାହକମାନେ ଅନ୍ଲାଇନ୍ ସପିଙ୍ଗ୍ କରିପାରିବେ ।

Comments are closed.