Latest Odisha News

BREAKING NEWS

ବିଗ୍‌ ବସ୍‌ ୧୫ର ନୂଆ ସ୍ୱର ହେବେ ରେଖା?

ମୁମ୍ବାଇ: ବିଗ୍‌ ବସ୍‌ ଓଟିଟିକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଯାହାର ଆ‌ୟୋଜକ ଅଛନ୍ତି ନିର୍ମାତା କରଣ ଜୋହର। ଏହି ସମୟରେ, କଲର୍ସ ଏକ ବିଗ୍ ବସ୍ ୧୫ ର ଏକ ନୂଆ ପ୍ରୋମୋ ଦେଖିବାକୁ ମିଳିଛି।

ବାସ୍ତବରେ, କଲର୍ସରେ ବିଗ୍‌ ବସ୍‌ର ଏକ ପ୍ରୋମୋ ସେୟାର ହୋଇଛି। ଏଥିରେ ସଲ୍‌ମାନଙ୍କ ସହ ଆଉ ଜଣେ ଚିହ୍ନା ସ୍ବର ମଧ୍ୟ ଶୁଣିବାକୁ ମିଳିଛି। ଏହି ସ୍ୱର ଶୁଣିଲା ପରେ ଯାହା ମନେ ହେଉଛି ଏହା ରେଖାଙ୍କ ସ୍ୱର। ଏହା ମଧ୍ୟ କୁହାଯାଉଛି ଯେ ରେଖା ବିଗ୍ ବସ୍ ର ପରବର୍ତ୍ତୀ ସ୍ୱର ହୋଇପାରନ୍ତି।

ତେବେ ରେଖା ଚର୍ଚ୍ଚିତ ରିୟାଲିଟି ସୋ ବିଗ୍‌ ବସ୍‌ ୧୫ର ସ୍ବର ହେବେ ବି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.