Latest Odisha News

BREAKING NEWS

ଆଇପିଏସ୍ ବିଜୟ ଶର୍ମାଙ୍କୁ ବଦଳି, ହିମାଂଶୁ ଲାଲଙ୍କୁ ପଦୋନ୍ନତି

ଭୁବନେଶ୍ୱର : ଗୃହ ବିଭାଗର ଓଏସ୍‌ଡି ବିଜୟ କୁମାର ଶର୍ମାଙ୍କ ବଦଳି ହୋଇଛି । ତାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବିଜୟ କୁମାର ଶର୍ମା ହେଉଛନ୍ତି ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ।

ଅନ୍ୟ ପକ୍ଷରେ ହିମାଂଶୁ ଲାଲଙ୍କୁ ଆଇଜି ଭାବେ ପଦୋନ୍ନତି ମିଳିଛି । ସେ ଜେଲ ବିଭାଗ ଆଇଜି ଭାବେ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.