ବିଜୟୱାଡା : ବରିଷ୍ଠ ବିଜେପି ନେତା ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବୁଧବାର ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଏହି ଅବସରରେ ରାଜଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ୍ ମୋହନ ରେଡ୍ଡି, ହାଇକୋର୍ଟ ମୁଖ୍ୟ ବିଚାରପତି ସି ପ୍ରବୀଣ କୁମାରଙ୍କ ସମେତ ବହୁନେତା ଓ ରାଜନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।
Comments are closed.