Latest Odisha News

BREAKING NEWS

[ଭିଡ଼ିଓ]ମାଲକାନଗିରିରେ ମିଶ୍ରଣ ପର୍ବ , ବିଜେଡିର ଶକ୍ତି ପ୍ରଦର୍ଶନ

ମାଲକାନଗିରି: ବିଜେପି ଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ ପଞ୍ଚାୟତ ନିର୍ବାଚନ ପୁର୍ବରୁ ମାଲକାନଗିରି ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି ପଞ୍ଚାୟତ ନିର୍ବାଚନ ଲାଗି  ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୋଟେରୁ ଠାରେ ମହା ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳରୁ ପ୍ରାୟ ୧୦ ହଜାର କର୍ମୀ ହାତ ପଦ୍ମ ଛାଡି ଛାଡି ବିଜେଡିରେ ସାମିଲ ହୋଇଛନ୍ତି

ମାଲକାନଗିରି ନିର୍ବାଚନ ମଣ୍ଡଳି ପୁର୍ବରୁ ବିଜେପି ଗଡ ରହିଥିବା ବେଳେ ଏହାକୁ ଭାଙ୍ଗିବା ଲାଗି ଏଥର ଚେଷ୍ଟା କରିଛି ଶାସକ ବିଜେଡି ବିଶେଷ କରି ମାଲକାନଗିରି ଜିଲ୍ଲାରେ ଦୁଇ ଲକ୍ଷରୁ ଉର୍ଧ ବଙ୍ଗିୟ ଭୋଟର ରହିଥିବା ବେଳେ ଏମାନଙ୍କୁ ଏଥର ବିଶ୍ବାସକୁ ନେବାକୁ ଚାହୁଛି ବିଜେଡି

ବଙ୍ଗିୟ ବାଦ୍ୟରେ କମ୍ପି ଉଠିଥିଲା ସମଗ୍ର ମାଲକାନଗିରି ଜିଲ୍ଲା ନିକଟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇ ଥିବା ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପୁର୍ବତନ ସାଂସଦ ପ୍ରଦିପ ମାଝି ଦଳ ପରିବର୍ତ୍ତନ କରିବା ପରେ ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି

ଆଗାମି ପଞ୍ଚାୟତ ନିର୍ବାଚନରେ ବିଜେଡି ମାଲକାନଗିରି ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଦିପ ମାଝି କହିଥିବା ବେଳେ ବଙ୍ଗିୟ ଲୋକେ ମଧ୍ୟ ଏଥର ବିଜେଡିକୁ ସମର୍ଥନ କରିବେ

 

 

 

 

Leave A Reply

Your email address will not be published.