କଟକ: ଓଲିଉଡ଼ ଷ୍ଟାର୍ ତଥା କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ।
ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କର ଫୋନ ୱାଟସଆପରେ କେହି ଅଜଣା ବ୍ୟକ୍ତି ମେସେଜ୍ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ନ’ଦେଲେ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି ।
ଏହି ଧମକପୂର୍ଣ୍ଣ ମେସେଜ୍ ପାଇବାପରେ ଅନୁଭବ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ।
Comments are closed.