ଭୁବନେଶ୍ୱର: ବିଜେଡି ମିଡିଆ ଟିମର ପୁନର୍ଗଠନ ହୋଇଛି । ଦୀର୍ଘ ୩ବର୍ଷ ପରେ ଏହାର ପୁନର୍ଗଠନ କରିଛି ଦଳ । କିଛି ନେତା ଏଥିରୁ ବାଦ ପଡିଥିବାବେଳେ କେତେ ନୂଆ ମୁହଁ ଦେଖିବାକୁ ମିଳିଛି । ନୂଆ ଟିମରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣ ରହିଛନ୍ତି
ସାଂସଦ ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଏଥର ବାଦ୍ ଦିଆଯାଇଛି । ଅନ୍ୟପକ୍ଷେ ମାନସ ମଙ୍ଗରାଜଙ୍କୁ ଜାତୀୟ ମୁଖପାତ୍ର ଭାବେ ସାମିଲ କରାଯାଇଛି । ସେହିପରି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଯୁବ ବିଜେଡି ମହାସଚିବ ଏଲିନା ଦାଶଙ୍କୁ ମିଡିଆ କମିଟିରୁ ବାଦ୍ ଦିଆଯାଇଛି।
Comments are closed.