Latest Odisha News

BREAKING NEWS

କେଉଁ ଦେଶରେ ସବୁଠୁ ଆଗ ପାଳିତ ହୁଏ ନୂଆବର୍ଷ ?

ଭୁବନେଶ୍ୱର:  ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ୨୦୨୨ ।  ୨୦୨୩କୁ ସ୍ୱାଗତ କରିବ ଦେଶ ।  ରାତି ୧୨ଟାରେ ସାରା ବିଶ୍ୱ ନୂଆ ବର୍ଷକୁ କରିବ ସ୍ୱାଗତ । ହେଲେ ଏ ରାତି ୧୨ଟା କେଉଁ ଦେଶରେ କେତେବେଳେ ଆସେ  ଜାଣନ୍ତି ?  ବିଶ୍ୱର ସବୁ ଦେଶରେ ନୂଆ ବର୍ଷ ପାଳନ କରିବାର ସମୟ ଭିନ୍ନ  ।

ତେବେ ସବୁଠାରୁ ଆଗ କେଉଁ ଦେଶ ନୂଆ ବର୍ଷ ପାଳନ କରିଥାଏ ? ବିଶ୍ଠର ସବୁଠାରୁ ପ୍ରଥମ ନୂଆବର୍ଷ ପାଳନ ହୋଇଥାଏ ଓସେନିଆରେ ।  ସେହିପରି ଟେଙ୍ଗା, ସମାଓ ଓ କୋରିବାଟି ଭଳି ଦେଶରେ ପ୍ରଥମେ ନୂଆବର୍ଷ ପାଳନ କରାଯାଇଥାଏ । ତେବେ  ନୂତନ ବର୍ଷର ସୂର୍ଯ୍ୟ ଉଦୟ ପ୍ରଥମେ ହୋଇଥାଏ ଟେଙ୍ଗାରେ । ଭାରତୀୟ ସମୟ   ଡିସେମ୍ବର ୩୧ ତାରିଖ ଅପରାହ୍ନ ୩.୩୦ ମିନିଟରେ ସମୋଆ ଓ କ୍ରିସମମସ ଆଇଲାଣ୍ଡ କୀର୍ତ୍ତମତ୍ତିରେ ନୂଆବର୍ଷ ପାଳନ ଆରମ୍ଭ ହୋଇଯାଇଛି ।

ଏସିଆ ମହାଦେଶର ଦକ୍ଷିଣ କୋରିଆରେ ସବୁଠାରୁ ପ୍ରଥମେ ନୂଆବର୍ଷ ପାଳନ କରାଯାଏ । ରତୀୟ ସମୟ ଡିସେମ୍ବର ୩୧ ତାରିଖ ରାତି ୮.୩୦ ମିନିଟରେ ଜାପାନ ଓ ଦକ୍ଷିଣ କୋରିଆବାସୀ  ନୂଆବର୍ଷ ପାଳିଥାନ୍ତି ।  ଅନ୍ୟପକ୍ଷେ ମାଇନର ଆଉଟଲାଣ୍ଡିଙ୍ଗରେ ସବୁଠାରୁ ଶେଷରେ ଜାନୁଆରୀ ପହିଲା ସନ୍ଧ୍ୟା ୫.୩୫ ମିନିଟରେ ନୂଆବର୍ଷ ପାଳନ କରାଯାଏ ।

 

Leave A Reply

Your email address will not be published.