Latest Odisha News

BREAKING NEWS

ଧାମନଗର ଭୋଟ୍ ୭ମ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ୭ମ ରାଉଣ୍ଡରେ ସୂରଜ ୫୨୦୦ ଭୋଟରେ ଆଗରେ ରହିଛନ୍ତି । ତାଙ୍କୁ ୩୧,୯୦୮ ଖଣ୍ଡ ଭୋଟ୍ ମିଳିଛି ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ – ୩୧,୯୦୮

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ -୨୫,୯୦୮

କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ – ୧୧୨୨

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ – ୪୯୫୩

ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ – ୧୯୨

ନୋଟା – ୨୬୨

Leave A Reply

Your email address will not be published.