Latest Odisha News

BREAKING NEWS

ନନ୍ଦନକାନନରେ ପୁଣି ଆରମ୍ଭ ବୋଟିଂ ସେବା

ଭୁବନେଶ୍ୱର: କାଞ୍ଜିଆ ହ୍ରଦରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ପୁନଃ ଆରମ୍ଭ। ନୂଆବର୍ଷ ପୂର୍ବରୁ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

ଗତ ବର୍ଷ ଅଗଷ୍ଟ ମାସରେ ହ୍ରଦରେ କୁମ୍ଭୀର ଦେଖିବା ପରେ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଭିତରେ ବୋଟିଂ ଚାଳନା ସେବାକୁ ବନ୍ଦ କରିଦେଇଥିଲେ।

 

Comments are closed.