Latest Odisha News

ଭୁଶୁଡିଲା ଯାଜପୁର ଉପ-କାରାଗାର ପାଚେରୀ

ଯାଜପୁର : ଗତକାଲି ଲଗାଣ ବର୍ଷା ଯୋଗୁଁ ବିଳମ୍ବିତ ରାତିରେ ଯାଜପୁର ଉପ-କାରାଗାର ପାଚେରୀ ଭୁଶୁଡି ପଡିଛି ।

ସୂଚନା ଅନୁଯାୟୀ ଏହି ଘଟଣାରେ କାହାର କିଛି ବିଶେଷ କ୍ଷତି ଘଟିନାହିଁ । ଅନ୍ତେବାସୀଙ୍କ ସମେତ ସେଠାକାର ଷ୍ଟାଫ୍ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଅନ୍ୟପକ୍ଷରେ ଭୁଶୁଡି ପଡିଥିବା ପାଚେରୀଟି ଅନେକ ବର୍ଷର ପୁରୁଣା ବୋଲି ଜଣାପଡିଥିବା ବେଳେ ଭାଙ୍ଗିଯାଇଥିବା ଏହି ଉପ-କାରାଗାର ୧୯୧୨ ମସିହାରେ ନିର୍ମାଣ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.