Latest Odisha News

ଦାମୋଦର ରାଉତ ବିଜେଡ଼ିରୁ ବହିଷ୍କୃତ ହେଲେ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ।

“ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଗଲା”, ବୋଲି ଆଜି ସନ୍ଧ୍ୟାରେ ଏକ ପ୍ରେସ ବିବୃତିରେ ରାଜ୍ୟ ବିଜେଡ଼ି  ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତିି ।

Comments are closed.