ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲିରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍ । ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ କାମ ଚାଲିଥିବା ବେଳେ ଭୁଶୁଡି ପଡ଼ିଛି ନର୍ମାଣାଧୀନବ୍ରିଜ୍ । ତେବେ ବ୍ରିଜ୍ ଭୁଶୁଡିବା ସମୟରେ କାମ ବନ୍ଦ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏହାସହ ନିର୍ମାଣାଧୀନ ବ୍ରିଜ୍ ନିକଟରେ ଡାଇଭର୍ଟ ରାସ୍ତା ଥିବାରୁ ଗମନାଗମନ ମଧ୍ୟ ପ୍ରଭାବିତ ହୋଇନାହିଁ ।
BREAKING NEWS
- IAS Ummul Kher: ୮ ଥର ମୃତ୍ୟୁ ସହିତ ଲଢେଇ, ମୁଣ୍ଡ ନୁଆଁଇଲା ଦିବ୍ୟାଙ୍ଗତା…ସୁନା ଝିଅଙ୍କ ପାଇଁ ଆଖିରେ ଲୁହ ରହିବନି…
- ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି
- ଚୀନର ନୂଆ ‘ଚକ୍ରବ୍ୟୁହ’
- Salman Khan in ‘Raja Shivaji’: ‘ରାଜା ଶିବାଜୀ’ରେ ସଲମାନଙ୍କ ଧମାକା
- Use Daily Kajal?: ପ୍ରତିଦିନ ଆଖିରେ ଲଗାଉଛନ୍ତି କି କଜଳ? ସାବଧାନ୍!
- TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ;କ’ଣ କହିଛନ୍ତି ଜାଣନ୍ତୁ…
- ମଣିପୁରରେ ୨୩ଟି ବଙ୍କର ନଷ୍ଟ ସହ ୧୮ଟି ଆଇଇଡି ଜବତ କଲେ ସୁରକ୍ଷା ବାହିନୀ
- Citizens Get Alert: ହଠାତ୍ ଆଲର୍ଟ ଚିହ୍ନ ସହ ଫୋନ୍ ସ୍କ୍ରିନରେ ଆସିଲା କି ଏହି ଲେଖା? ଡରନ୍ତୁ ନାହିଁ…ସରକାର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପଠାଇଲେ ‘ବିପର୍ଯ୍ୟୟ ସତର୍କତା’
- Iran Sends New Peace Proposal: ନିଜ ଆଡୁ ପାକିସ୍ତାନ ହାତରେ ଆଲୋଚନା ପ୍ରସ୍ତାବ ପଠାଇଲା ଇରାନ, ଏବେ ଲାଗୁଛି ମୁଡରେ ନାହାନ୍ତି ରାଷ୍ଟ୍ରପତି ଟ୍ରମ୍ପ…
- ୭ ଯାଏଁ କାଳବୈଶାଖୀର ପ୍ରଭାବ, ଆଜି ୮ ଜିଲ୍ଲାକୁ ସତର୍କ ସୂଚନା ଜାରି
Comments are closed.