Latest Odisha News

BREAKING NEWS

ଓଡିଶା

ବଢୁଛି ଜଳସ୍ତର; ଆସନ୍ତାକାଲି ଖୋଲିବ କୋଲାବର ଗେଟ୍

କୋରାପୁଟ: ଜିଲ୍ଲାରେ ଶନିବାର ଦିନ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯାହା ଫଳରେ କୋଲାବ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବ। ସେଥିପାଇଁ କର୍ତ୍ତୃପକ୍ଷ ସ୍ଲୁଇସ୍ ଗେଟ୍ ଖୋଲିବାକୁ ସ୍ଥିର କରିଛନ୍ତି। ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର…

ଶନିବାର ବନ୍ଦ ରହିବ ମୟୂରଭଞ୍ଜର ସବୁ ସ୍କୁଲ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଯାହା ଫଳରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ବର୍ଷା ସମ୍ଭାବନା ଯୋଗୁ ସେପ୍ଟେମ୍ବର ୧୪ରେ ଘରୋଇ ବିଦ୍ୟାଳୟ ସମେତ…

୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ: ୪ ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ମିଳିଲା ବଡ ସଫଳତା। ଚୋରା ଚାଲାଣ ବେଳେ ୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ କଲା ପୋଲିସ l ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୯୫ ଲକ୍ଷ ହେବ l ଗଂଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ, ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ, ପରିବାର କହିଲେ ହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ…

ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ। ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ…

ଖେଳ

୧୦୦ କୋଟି ୟୁଜର୍ସଙ୍କ ସହ ସୋସିଆଲ ମିଡିଆରେ ରୋନାଲ୍ଡୋଙ୍କ ରାଜୁତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ପ୍ରଶଂସକଙ୍କ ସଂଖ୍ୟା ୧୦୦ କୋଟି ଛୁଇଁଛି ।…

ଛୋଟ ପିଲାଙ୍କ ତୁଳନାରେ ଚୀନରେ ବଢ଼ୁଛି ପୋଷା ବିଲେଇ, କୁକୁରଙ୍କ ସଂଖ୍ୟା

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ହେବା ପରୋକ୍ଷରେ ଏକ ସମସ୍ୟା ଭାବେ ଉଭା ହୋଇଛି । ଯୁବ ପିଢ଼ୀ ପାରିବାରିକ ଜଞ୍ଜାଳରେ ବାନ୍ଧି ହେବାକୁ…

ଭାରତ-ବାଂଲଦେଶ ଟେଷ୍ଟ ସିରିଜରେ ଏହି ସବୁ ରେକର୍ଡ ଭାଙ୍ଗିପାରେ

ଭାରତ ଓ ବାଂଲାଦେଶ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ନିଜ ନିଜ ଦଳର ଘୋଷଣା କରି ସାରିଛନ୍ତି । ୧୯ ସେପ୍ଟମ୍ବରରୁ ଏହି ସିରିଜ…

ସାଫ ଜୁନିୟର ଆଥଲେଟିକ୍ସ: ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ଓଡିଶା ଆଥଲେଟ ସବିତା ରୌପ୍ୟ ପଦକ ଜିତିଛନ୍ତି । ୧୦୦ ମିଟର…

ଦେଶ ବିଦେଶ

ଭିଡ଼ିଓ

Saiintlad