Latest Odisha News

କାହିଁକି କ୍ଷମା ମାଗିଲା ବରଗର୍‌ କିଙ୍ଗ୍‌?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ଉପରେ ଅପମାନଜନକ ଟ୍ବିଟ୍‌ କରିବା ପରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଏହାପରେ ସେମାନେ ଟୁଇଟ୍‌ ଡିଲିଟ୍‌ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏ ନେଇ ବରଗର୍‌ କିଙ୍ଗ୍‌ କ୍ଷମା ପ୍ରାର୍ଥନା କରିଛି।

ବରଗର୍‌ କିଙ୍ଗ ଟ୍ୱିଟ୍ କରି କହିଛି ଯେ, ” ଆମର ପ୍ରାରମ୍ଭିକ ଟ୍ୱିଟ୍ ଭୁଲ୍ ହୋଇଛି ଏବଂ ଆମେ ଏଥିପାଇଁ ଦୁଃଖିତ।” “ଆମେ କ୍ଷମା ମାଗିବା ପରେ ମୂଳ ଟୁଇଟ୍ ଡିଲିଟ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆମେ କରିଥିବା ଟ୍ବିଟ୍‌ରେ ଅପମାନଜନକ ମନ୍ତବ୍ୟ ଥିଲା ଏବଂ ଆମେ ଏଥିପାଇଁ ଅତ୍ୟନ୍ତ ଦୁଃଖିତ” ବୋଲି କହିଥିଲା ବରଗର୍‌ କିଙ୍ଗ୍‌।

Leave A Reply

Your email address will not be published.