Latest Odisha News

BREAKING NEWS

ଆଜିଠୁ ତିନି ଦିନ ବନ୍ଦ ରହିବ ବୁର୍ଲା ଭିସୁଟ୍

ସମ୍ବଲପୁର: ଆଜିଠୁ ତିନି ଦିନ ବନ୍ଦ ରହିବ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାମ୍ପସ ପରିସରକୁ ସାନିଟାଇଜ୍ କରାଯିବ । ଏଥିପାଇଁ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।

ପୂର୍ବଭଳି ଶନିବାର ଓ ରବିବାର ଭିସୁଟ ବନ୍ଦ ରହିବ । ଏହାପରେ ସୋମବାର ଦିନ ବନ୍ଦ ନେଇ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏହି ତିନି ଦିନରେ ଭିସୁଟ ପରିସରକୁ ବିଶୋଧନୀକରଣ କରାଯିବ । ତେବେ ଅନଲାଇନରେ ଶିକ୍ଷାଦାନ ଜାରି ରହିବ ।

Leave A Reply

Your email address will not be published.