Latest Odisha News

BREAKING NEWS

ବାଲେଶ୍ୱରରେ ପୋଲ ତଳକୁ ଖସିଲା କାର୍, ୩ ମୃତ ଓ ୨ ଗୁରୁତର

ବାଲେଶ୍ୱର: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ୩ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନାର ବିର୍ଲା ଟାୟା ନିକଟରେ ଏହି ଦୁର୍ଘଟଣା ଘଟିଛି । ୨ ଗୁରୁତରଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଭର୍ତ୍ତି କରାଯାଇଛି ।

୫ ଜଣ କାର୍ ଯୋଗେ ବାରିବପଦାରୁ ଭୁବନେଶ୍ୱର ଆସୁଥିଲେ । ଏତିକିବେଳେ ବିର୍ଲା ଟାୟାର ନିକଟରେ ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସି ପଡ଼ିଲା । ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଚିଲିମା ଗାଁର ପିଣ୍ଟୁ ଆଚାର୍ଯ୍ୟ, ବାରିପଦା ଟାଉନ ଥାନା ତକତପୁର ଅଞ୍ଚଳର ରବୀନ୍ଦ୍ର ସାହୁ ଓ ସନ୍ତୋଷ ପଣ୍ଡା ।

Leave A Reply

Your email address will not be published.