Latest Odisha News

BREAKING NEWS

ସଂକ୍ରମଣ ହାର ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର ଅନଲକ୍ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର କମିବା ଓ ଲୋକଙ୍କ ବ୍ୟବହାର ଉପରେ ଅନଲକ୍ ଜାରି ହେବା ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

କୋଭିଡ ଟେଷ୍ଟ ପଜିଟିଭିଟି ହାର (ଟିପିଆର) ହ୍ରାସ ପାଉଛି ଏବଂ ଏହା ଆହୁରି ହ୍ରାସ ପାଇବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନଲକ୍ ସମ୍ପର୍କରେ ସମୀକ୍ଷା କରିବେ ବୋଲି ସେ କହିଛନ୍ତି।

ଯଦିଓ ଟିଆରପି ୧୨ ଟି ଜିଲ୍ଲାରେ ୫% ତଳକୁ ଖସି ଆସିଛି, ଅବଶିଷ୍ଟ ୧୮ ଟି ଜିଲ୍ଲାରେ ଏହା ଅସ୍ଥିର ହୋଇପଡିଛି ବୋଲି ସେ କହିଛନ୍ତି।

Comments are closed.