Latest Odisha News

BREAKING NEWS

ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ !

ପୁରୀ : ଦୁର୍ବୃତ୍ତମାନେ ଲୁଟିନେଲେ ମନ୍ଦିର ହୁଣ୍ଡି । ଠାକୁର ମନ୍ଦିରରେ ଥିବା ଦାନହୁଣ୍ଡିକୁ ବି ଛାଡ଼ିନାହାଁନ୍ତି ଦୁର୍ବୃତ୍ତ ।

ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ବିମଳା ମନ୍ଦିର ମଧ୍ୟରେ ରହିଥିବା ହୁଣ୍ଡିକୁ ଭାଙ୍ଗି କେହି ଅସାମାଜିକ ବ୍ୟକ୍ତି ଟଙ୍କା ଲୁଟିନେଇଛି ।

ମନ୍ଦିରରେ ଏପରି କାଣ୍ଡ ଘଟିଥିବା ଜାଣି ପୁରୀ ସମୁଦ୍ରକୂଳ ଥାନା ପୋଲିସ ଘଟଣାର ଛାନଭିନ କରୁଛି । ଖବରପାଇ ଘଟଣାସ୍ଥଳକୁ ଯାଇଥିଲେ ପୋଲିସ । ତେବେ ମନ୍ଦିର ପଛପାଖରୁ ପୋଲିସ ହୁଣ୍ଡିକୁ ଜବତ କରିଛି ।

Leave A Reply

Your email address will not be published.