Latest Odisha News

BREAKING NEWS

ଢେଙ୍କାନାଳ: ବିଜେପି ବିଧାୟକ ପ୍ରାର୍ଥୀଙ୍କ କାରରୁ ଜବତ ହେଲା ୪ ଲକ୍ଷ ଟଙ୍କା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଗୁରୁବାର ଦିନ ଫ୍ଲାଇଂ ସ୍କ୍ୱାର୍ଡ  ଜଣେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ପ୍ରାୟ ୪ ଲକ୍ଷ ଟଙ୍କା ଜବତ କରିଛନ୍ତି ।

ଏସମ୍ପର୍କରେ ଖବରପାଇ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ମଙ୍ଗଳପୁର ନିକଟରେ ହିନ୍ଦୋଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ କାର ମଧ୍ୟରୁ ଏହି ଟଙ୍କା ଜବତ କରିଛନ୍ତି ।

ବିଜେପି ପ୍ରାର୍ଥୀ ଅଶୋକଙ୍କୁ ଟାଉନ ଥାନାରେ ଏହି ଜବତ ହୋଇଥିବା ଟଙ୍କା ସମ୍ପର୍କରେ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି ବୋଲି ଏସପି ଅନୁପମା କହିଛନ୍ତି ।

Leave A Reply

Your email address will not be published.