Latest Odisha News

BREAKING NEWS

କାଷ୍ଟର ସେମେନ୍ୟା ଗୁରୁତ୍ୱପୂର୍ଣ୍ଣ ମାମଲା ହାରିଲେ, ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି

ବର୍ଣ୍ଣ:ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲିମ୍ପିଆନ୍ କାଷ୍ଟର ସେମେନ୍ୟା ବୁଧବାର ତାଙ୍କ ଗୁରୁତ୍ୱପୂର୍ଣ୍ଣ ମାମଲା ହାରିଯାଇଛନ୍ତି । ଫଳରେ ତାଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କ ଶରୀରର ସୀମିତ ଟେଷ୍ଟୋଷ୍ଟେରନ ମାତ୍ରା ବିରୋଧରେ ସେ କେସ୍ କରିଥିଲେ । ମାତ୍ର ଏଥିରେ ସେ ୨ଟି କୋର୍ଟରେ ପରାଜିତ ହୋଇଛନ୍ତି ।

BjdElectrycity

କୋର୍ଟ ଅଫ ଆର୍ବିଟେଶନ ଫର ସ୍ପୋର୍ଟ୍ସରେ ହାରିବା ପରେ ସେ ଉପରକୋର୍ଟକୁ ଯାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ସିଏସର ନୂଆ ନିୟମ ଅନୁସାରେ ଔଷଧ କିମ୍ବା ଅପରେଶନ ମାଧ୍ୟରେ ହରମୋନ ମାତ୍ରା କମାଇବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଏହାକୁ ନ ମାନି ସେମେନ୍ୟା କୋର୍ଟର ଆଶ୍ରୟ ନେଇଥିଲେ ।

Leave A Reply

Your email address will not be published.