Latest Odisha News

BREAKING NEWS

Browsing Category

ବିଶେଷ

ଶ୍ରୀ ଭାଗବତ ସାର ୫: “ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ”

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପରି ମହାନ ଗ୍ରନ୍ଥକୁ ଅନେକ ମନୀଷୀ କହିଛନ୍ତି "ଏହି ଗ୍ରନ୍ଥ ଭାଗବତ ହିଁ ଭଗବାନ ଓ ଶ୍ରୀ ଗୁରୁ ସ୍ୱରୂପ ଅଟନ୍ତି।" କାରଣ ଶ୍ରୀମଦ ଭାଗବତ କେବଳ କୃଷ୍ଣ ଚରିତରେ ପୂର୍ଣ୍ଣ ହୋଇଛି, ତେଣୁ ଯଥାର୍ଥରେ ଶ୍ରୀ…

ଶ୍ରୀ ଭାଗବତ ସାର ୪: ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଶ୍ରୀକୃଷ୍ଣ ଭକ୍ତିରେ ରଶାଣିତ ହୋଇ ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ। ଏହି ଶୁଦ୍ଧ ଭକ୍ତିର ସ୍ୱରୂପ କଣ? ବିଭିନ୍ନ ଯୋଗୀ, ଋଷି, ଜ୍ଞାନୀ, ମୁନିଙ୍କ ମତ ଅନୁସାରେ ଏହାର ସଂଜ୍ଞା…

ଶ୍ରୀ ଭାଗବତ ସାର ୩: ସାଧୁ ଓ ସାଧକ ମାନଙ୍କର କଣ୍ଠହାର ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ଵର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ବ୍ୟାସ କୃତ । କିନ୍ତୁ ଏହା ଲିପିବଦ୍ଧ ହୋଇ ବର୍ତ୍ତମାନ ସ୍ୱରୂପରେ କେବେ ଉପଲବ୍ଧ ହେଲା ତାର ସଠିକ ଇତିହାସ ନାହିଁ । ଭାରତୀୟ ଭକ୍ତି ଆନ୍ଦୋଳନର ମୂଖ୍ୟ ଧାରା ଶ୍ରୀମଦ ଭାଗବତ ଗ୍ରନ୍ଥ ଠାରୁ ଜନ୍ମ ନେଇଛି…

ଭୁବନେଶ୍ୱର ଆକାଶରୁ ତାରା ଉଭାନ ! କାହିଁକି ହେଲା ଏମିତି?

ଭୁବନେଶ୍ୱର: ରାତିରେ କେବେ ଭୁବନେଶ୍ୱର ଆକାଶକୁ ଅନେଇଛନ୍ତି ? ହଁ ଦେଖିଥିବେ ନିଶ୍ଚିତ। କିନ୍ତୁ ଅନ୍ୟ ସହରର ଆାକାଶ ଓ ଭୁବନେଶ୍ୱର ଆକଶ ଭିତରେ ପାର୍ଥକ୍ୟ କେବେ ଦେଖିନଥିବେ। ଯଦି ଆପଣ ରାଜଧାନୀ ଭୁବନେଶ୍ୱରରେ ରହୁଛନ୍ତି ତେବେ  ଆଜି ହଁ ରାତିରେ ଆକଶକୁ ନିଶ୍ଚିତ ଥରେ ଦେଖନ୍ତୁ। ଦେଖିବେ ଆକାଶରେ…

ଶ୍ରୀ ଭାଗବତ ସାର ୨: ଗଙ୍ଗା ନଦୀ କୂଳେ ଶୁକଦେବଙ୍କ ଠାରୁ ଭାଗବତ ଶୁଣିଥିଲେ ସୂତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ପୁରାଣ ମାନଙ୍କ ମଧ୍ୟରେ ବ୍ୟାସଦେବଙ୍କ ସର୍ବଶେଷ କୃତି, କିନ୍ତୁ ପରମାତ୍ମାଙ୍କ ଜ୍ଞାନ ପ୍ରଦାନ କରୁଥିବା ପୁରାଣ ମାନଙ୍କ ଭିତରେ ପଞ୍ଚମ ଯାହା ବ୍ରହ୍ମ ପୁରାଣରେ ବର୍ଣିତ ହୋଇଛି । ବ୍ୟାସଦେବ ନିଜ ଶିଷ୍ୟ…

ଶ୍ରୀ ଭାଗବତ ସାର ୧: ଶ୍ରୀକୃଷ୍ଣ ଭକ୍ତି ରସରେ ଏକାକାର ମହାତ୍ମା ଶୁକଦେବ ଓ ରାଜା ପରୀକ୍ଷିତ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ଵର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ଜୀବ ମଧ୍ୟରେ ଥିବା ଅଜ୍ଞାନକୁ ଦୂର କରି ଭଗବାନ ପ୍ରାପ୍ତିର ମାର୍ଗ ଦର୍ଶନ କରେ । ବେଦ, ଉପନିଷଦ, ମହାଭାରତ, ରାମାୟଣ ତଥା ସମସ୍ତ ପୁରାଣ ମଧ୍ୟରେ ଶ୍ରୀମଦ ଭାଗବତ ସୂର୍ଯ୍ୟ ସଦୃଶ୍ୟ ଅଟେ। ସେଥିପାଇଁ…

କମ୍ ବଜେଟରେ କିଣନ୍ତୁ ଏହି ସ୍ମାର୍ଟ ଫୋନ, ମିଳିବ ଦମଦାର୍ ଫିଚର ସହ କ୍ୟାମେରା

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ବଜେଟ୍ କମ୍ ଅଛି ତେବେ ଚିନ୍ତା କରିବାର କିଛି ନାହିଁ। ମୋଟୋରୋଲା ଏବଂ ଓପୋ ସମେତ ଅନେକ କମ୍ପାନୀ ବଜେଟ୍ ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ୍ ପ୍ରଦାନ କରନ୍ତି। ଆଜି ଆମେ ଆପଣଙ୍କ ପାଇଁ ୧୫,୦୦୦ ଟଙ୍କାରୁ…

ଯେଉଁ ଭିଡିଓ ଦରଜା ବନ୍ଦ କରି ଦେଖିଥାଉ, ଏହା କେମିତି ମିଳେ ଫ୍ରିରେ ? ଏହାର ଇତିହାସ କ’ଣ ? ଆସନ୍ତୁ ଜାଣିବା…

ଭୁବନେଶ୍ୱର: ଅର୍ଥଶାସ୍ତ୍ରରେ ଗୋଟିଏ କଥା ଅଛି ‘Thear is no free lunch’। ଅର୍ଥାତ ଜୀବନରେ କିଛି ମାଗଣାରେ ମିଳେ ନାହିଁ। ଆଉ ଯଦି ଜୀବନରେ କିଛି ମାଗଣାରେ ମିଳୁଛି ତେବେ ବୁଝିଯାଆନ୍ତୁ ଯେ କିଛି ତ ଗଡ଼ବଡ଼ ଅଛି। ଆଜି ଆମେ ଏମିତି ଏକ ବିଷୟରେ ଆଲୋଚନା କରିବୁ ଯାହା ଫ୍ରିରେ ମିଳିଥାଏ, ଆଉ…

ଦିନକୁ ୮ ଘଣ୍ଟା AC ଚାଲିଲେ କେତେ ଆସିବ ବିଲ ? ଜାଣନ୍ତୁ ଗୋଟିଏ ମାସରେ କେତେ ହେବ

ଫେବୃଆରୀରୁ ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ । ଆଉ ମାର୍ଚ୍ଚରେ ତ ସବୁ ରେକର୍ଡ ଭାଙ୍ଗିଛି ତାତି । ଏବେଠାରୁ ଦିନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ତାତିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ ଏସି ଲଗାଇଛନ୍ତି କିମ୍ବା ଲଗାଇବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଜାଣନ୍ତି କି?…

ଗାଜାପଟିର ଲାଲ ଇତିହାସ : ରକ୍ତ ଯୁଦ୍ଧ ଭିତରେ ବିତୁଛି ଜୀବନ, ଏବେ ପୁଣି ଆମେରିକାର ଆଖି

ନୂଆଦିଲ୍ଲୀ: ଇସ୍ରାଏ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତ ଯୁଦ୍ଧ କିଛି ଦିନ ହେବ ବନ୍ଦ ହୋଇଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଯୁଦ୍ଧରେ ଏକପ୍ରକାର ବିରାମ ଲାଗିଛି । ଏହାରି ଭିତରେ ଏହି ଦୁଇ ଦେଶରୁ ଭଲ ଖବର ମଧ୍ୟ ଆସିଛି । ଆକ୍ରମଣରେ ବନ୍ଦ ରହିଥିବା ପଣ ବନ୍ଦୀଙ୍କୁ…