Latest Odisha News

BREAKING NEWS

Browsing Category

ବିଶେଷ

ଖାଲି ପେଟରେ ଚା’ ପିଉଛନ୍ତି କି? ଅଭ୍ୟାସ ନେଇପାରେ ଜୀବନ…

ଭୁବନେଶ୍ବର: ଚା’ କିଛି ବ୍ୟକ୍ତିଙ୍କ ପାଇଁ ଏକ ଭାବାବେଗ । ଆମ ଦେଶରେ ପାଖାପାଖି ୭୨ ପ୍ରତିଶତ ବ୍ୟକ୍ତି ଦୈନନ୍ଦିନ ଭାବରେ ଚା’ ପିଅନ୍ତି । ଏମିତି କି ଆମ ଦେଶରେ ଚା’ର ବହୁଳ ମାତ୍ରାରେ ବ୍ୟବହାର ଯୋଗୁଁ ଏବେ ଭାରତକୁ ‘ଚା’ ଦେଶ’ ବୋଲି କୁହାଯାଉଛି । ଏଠି ପିଲାଙ୍କ ଠାରୁ ବଡ ଯାଏଁ ଚା’ ଏକ…

ଯଦି ପୃଥିବୀରୁ ଲୋପ ପାଇ ଯାଆନ୍ତି ମଣିଷ ଜାତି….

ଭୁବନେଶ୍ବର: କେବେ ଆପଣ ଭାବିଛନ୍ତି କି? ଯଦି ପୃଥିବୀରେ ମଣିଷ ହିଁ ନ ରହେ..ପରିବର୍ତ୍ତିତ ଜଳବାୟୁ ଏବଂ ବାରମ୍ବାର ବିଶ୍ବ ଯୁଦ୍ଧ ଯଦି ପୃଥିବୀରୁ ମଣିଷର ଚିହ୍ନ ଲିଭାଇ ଦିଏ? ତାହାଲେ କ’ଣ ହେବ? ମଣିଷ ପରେ କିଏ ପୃଥିବୀରେ ରାଜ୍ କରିବ? ଏମିତି କିଛି ପ୍ରଶ୍ନର ଏବେ ଉତ୍ତର ଖୋଜି ବାହାର…

ଧରତୀ ଆବା ‘ବିର୍ସା ମୁଣ୍ଡା’: କାହିଁକି ଆଜି ଭାରତ ତାଙ୍କୁ ଭଗବାନ୍ କହୁଛି?

ଭୁବନେଶ୍ବର: ବିର୍ସା ମୁଣ୍ଡା, ସେ ବୀର, ସେ ଅମର, ଆଦିବାସୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ । ଆଜି ତାଙ୍କୁ ଦେଶ ଭଗବାନ୍ ସମ୍ବୋଧନ କରୁଛି । ଆଦିବାସୀ ସମ୍ପ୍ରଦାୟର ଗର୍ବର ଚିରସ୍ଥାୟୀ ପ୍ରତୀକ ବିର୍ସାମୁଣ୍ଡା ଆଜି ୧୫୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଯାହାଙ୍କର ଜନ୍ମଜୟନ୍ତୀ ପାଳୁଛି ସାରା…

କେବଳ ମସ୍ତିସ୍କ ନୁହେଁ, ବୃକକ୍ ବି ଗଚ୍ଛିତ କରେ ସ୍ମୃତି..

ଭୁବନେଶ୍ବର: ବିଜ୍ଞାନ କୁହେ, ଶରୀରର କମାଣ୍ଡର ବା ନିର୍ଦ୍ଦେଶକ ହେଉଛି ଆମ ମସ୍ତିସ୍କ । ଏହା ଆମ ଇନ୍ଦ୍ରିୟକୁ ପରିଚାଳିତ କରିଥାଏ । ଏଥିସହିତ ଇନ୍ଦ୍ରିୟ ଦ୍ବାରା ହେଉଥିବା କାର୍ଯ୍ୟକୁ ମଧ୍ୟ ମସ୍ତିସ୍କ ଗଚ୍ଛିତ କରି ରଖିଥାଏ । ମସ୍ତିସ୍କ ହିଁ ହେଉଛି ସେହି ଅଙ୍ଗ, ଯେଉଁଥିରେ ସବୁ ମେମୋରିଜ୍…

କ୍ରେଡିଟ୍ କାର୍ଡ ବ୍ୟବହାରରେ କିଛି ସାଧାରଣ ଭୁଲ୍, ଆଜି ହିଁ ସୁଧାରନ୍ତୁ….

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଯୁବପିଢି ନିଜର ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କ୍ରେଡିଟ୍ କମ୍ପାନୀ ଗୁଡିକ ମଧ୍ୟ ଗ୍ରହକଙ୍କୁ ଆକର୍ଷଣ କଲାଭଳି ବିଭିନ୍ନ ଯୋଜନା ଆଣୁଛନ୍ତି । ହେଲେ ଆପଣ…

କେବେଠୁ ଆରମ୍ଭ ହେଲା ଦୀପାବଳି: ସବୁ ଯୁଗ କୁହେ ଭିନ୍ନ ପୌରାଣିକ କାହାଣୀ….

ଭୁବନେଶ୍ୱର: କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଏ। ଦୀପାବଳି କେବେଠୁ ପାଳନ କରାଯାଉଛି ଏହାକୁ ନେଇ ବିଭିନ୍ନ ପୌରାଣିକ କଥା ବସ୍ତୁରେ ବିଭିନ୍ନ କଥା ରହିଛି। ତେବେ ଖାଲି ଯେ ପ୍ରଭୁ ଶ୍ରୀରାମ ଏହି ଦିନ ୧୪ ବର୍ଷ ବନବାସ ପରେ ଅଯୋଧ୍ୟା ଫେରିଥିଲେ ତାହା ନୁହେଁ,…

ଗର୍ଭବତୀ ଥିବା ସମୟରେ ମୋବାଇଲ୍ ବ୍ୟବହାର କରୁଛନ୍ତି କି? ସାବଧାନ! ଦେଇପାରେ ବଡ଼ କ୍ଷତି….

ଭୁବନେଶ୍ୱର: ଆଜିକାଲି ଯାହା ହାତରେ ଦେଖ ଗୋଟେ ଗୋଟେ ଫୋନ। ଛୁଆ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନର ଏବେ ମୋବାଇଲ୍ ଫୋନ ଅବିଚ୍ଛେଦ ଅଙ୍ଗ। ବିନା ଫୋନରେ ତ ଆମର କିଛି ବି କାମ ହେବନାହିଁ। ଏଭଳି ସ୍ଥଳରେ ବେଳେ ବେଳେ ଆମଠାରୁ ଫୋନକୁ ଦୂରେଇ ରଖିବା ହିଁ ଭଲ ବୋଲି କିଛି…

କାହିଁକି ଧନତେରାସରେ ସୁନା-ରୂପା-ଚାନ୍ଦି କିଣିବାକୁ ଶୁଭ ମଣାଯାଏ?

ଭୁବନେଶ୍ବର: ଆଜି ଧନତେରାସର ଅବସରରେ ମା’ ଧନଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ । ଆଜି ଦିନରେ ଚାନ୍ଦି ଏବଂ ସୁନା ରୂପର ଗହଣା, ବାସନ, ଝାଡୁ, ହଲ୍ଦି, ଧନିଆ ଆଦି କିଣିବାକୁ ଶୁଭ ମଣାଯାଏ । ପ୍ରଥା ରହିଛି ଆଜିର ହିଁ ଦିନରେ ଏହି ସବୁ ଜିନିଷ କିଣିଲେ ଏହା ସାଙ୍ଗରେ ମା’…

ଲୁହା ଭଳି ମଜଭୁତ୍ ହେବ ହାଡ, ଗଣ୍ଠି ଯନ୍ତ୍ରଣା ତ ଭୁଲି ଯିବେ..ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ଆମ ଶରୀରର ଢାଞ୍ଚା ହାଡ ଦ୍ବାରା ହିଁ ଗଠିତ । ଯଦି ହାଡରେ କିମ୍ବା ଏହାର ଜଏଣ୍ଟ ସ୍ଥାନରେ କିଛି ବି ସମସ୍ୟା ହୁଏ ତାହାଲେ ଆମ ପୂରା ଶରୀର ବ୍ୟଥା ହେବାକୁ ଆରମ୍ଭ କରେ । ପ୍ରାୟତଃ ୩୦ ପରେ ହାଡ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ । କାରଣ ୩୦ ପରେ ଆମ  ବୋନ୍ ଡେନସିଟି ଧିରେ ଧିରେ…

ଅବାସ୍ତବିକ ଭଲପାଇବା: ସଫଳ ନହେବାରୁ ଜୀବନ ହାରିଲେ ନାବାଳକ

ନୂଆଦିଲ୍ଲୀ: ପ୍ରେମରେ ପ୍ରତାରଣା କିମ୍ବା ବିଫଳ ହେବା ପରେ ଜଣେ ନିଜର ଜୀବନ ହାରିବା କଥା ତ ଆପଣ ଶୁଣିଥିବେ । ସେମିତି ଜଣେ ୧୪ ବର୍ଷର ପୁଅକୁ ପ୍ରେମ ହେଲା, ପ୍ରେମ କେବେବି ମିଳିବନି ଜାଣିବା ପରେ ସେ ନିଜର ଜୀବନ ହାରିଦେଇଛି । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ? ଆଜିକାଲିତ ଏଭଳି ଅନେକ ଘଟଣା…