Latest Odisha News

BREAKING NEWS

Browsing Category

ରାଜନୀତି

୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଦ୍ୟୁତ ବିଲ୍‌: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ୍‌। ପଡି ରହିଛି ବକେୟା ବିଦ୍ୟୁତ ବିଲ। ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେହିପରି ୧୦ ବର୍ଷରେ ୧୪ଟି…

ସଂସଦରେ ରାହୁଲଙ୍କ ଅଲଗା ଅନ୍ଦାଜ୍, ବଢେଇ ଦେଲେ ଗୋଲାପ…

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନରେ ନିଜର ଭିନ୍ନ ଭିନ୍ନ ଅନ୍ଦାଜ୍ ଦେଖାଇ ସଂସଦ ପରିସରରେ ଶାସକ ବିଜେପି ବିରୋଧରେ ଗର୍ଜୁଛି କଂଗ୍ରେସ । ଆଦାନୀ ଠକେଇ ମାମଲାକୁ ନେଇ ବାରମ୍ବାର ସଂସଦ ବାହାରେ ସରକାରଙ୍କୁ ଘେରୁଛନ୍ତି । କେତେବେଳେ ନାରା ବାଜି କରି ତ ଆଉ କେତେ ବେଳେ ବିଭିନ୍ନ ସ୍ଲୋଗାନ୍…

୧୯୫୨ ମସିହା ପରେ ଦେଶର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବାକୁ ନୋଟିସ୍

ନୂଆଦିଲ୍ଲୀ: ୧୯୫୨ ମସିହା ପରେ ଦେଶର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଉପରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ବିରୋଧୀ ଇଣ୍ଡିଆ ମେଂଟ ପକ୍ଷରୁ ମଙ୍ଗଳବାର ନୋଟିସ୍ ଜାରି କରାଯାଇଛି। ଯଦି ଏହି ପ୍ରସ୍ତାବ ଉପସ୍ଥାପିତ ହୁଏ, ତେବେ ଏହାକୁ ପାରିତ…

କାହିଁକି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଜୟରାମ ରମେଶ ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଏହାକୁ ଆଗତ କରିଛି। କଂଗ୍ରେସ ନେତା ଜୟରାମ ରମେଶ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟସଭା ମହାସଚିବଙ୍କ ନିକଟରେ ସଂକଳ୍ପ ଦାଖଲ କରାଯାଇଛି। ବିରୋଧୀ ଦଳମାନେ…

ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୁଜିତ କୁମାର

ଭୁବନେଶ୍ଵର: ଆଜି ଥିଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି। ଏନେଇ ସୁଜିତ କୁମାର…

ପଦ୍ମ ଧରିଲେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର: ପଦ୍ମ ଧରିଲେ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷା। ସୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା କୁମାରୀ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ବେଲଗୁଣ୍ଠାର ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ ମଧ୍ୟ ବିଜେଡି ଛାଡି ଆନୁଷ୍ଠାନିକ…

ନବୀନଙ୍କୁ ଭେଟିଲେ ବଡମ୍ବାର ୯୦ରୁ ଊର୍ଦ୍ଧ୍ଵ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀର ୯୦ରୁ ଊର୍ଦ୍ଧ୍ଵ  ପଂଚାୟତ ପ୍ରତିନିଧି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ…

ଆଗଧାଡିରେ ଦେବେନ୍ଦ୍ର ଫଡନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ବିଜୟର ସାରଥି ଦେବେନ୍ଦ୍ର ଫଡନାବିସ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପସନ୍ଦ ଫଡନାବିସଙ୍କୁ ମହାରାଷ୍ଟ୍ର ବିଜୟର ମ୍ୟାନ ଅଫ୍ ଦି ମ୍ୟାଚ କୁହାଯାଉଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ସହ ଫଡନାବିସ ବିଜେପିର ବଡ ନେତାଙ୍କ କ୍ଲବରେ ସାମିଲ…

ପ୍ରିୟଙ୍କାଙ୍କ ହାତରେ ‘ମୋଦି-ଅଦାନୀ ଭାଇ ଭାଇ’ ବ୍ୟାଗ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଛି। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକବିତର୍କ ବୃଦ୍ଧି ପାଉଛି। ଏପଟେ କଂଗ୍ରେସ ଦଳ ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଥିବାବେଳେ ଶାସକ ଦଳ ସମ୍ପୂର୍ଣ୍ଣ ବିରୋଧ କରୁଛି। ଏହା ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ…

ବିଧାନସଭାରେ କଂଗ୍ରେସ କଳି: ତାରା କହିଲେ, ‘ଦଳରେ ଆଉ ଶୃଙ୍ଖଳା ନାହିଁ’

ଭୁବନେଶ୍ବର: ‘ଚାଲିଛି ଗୃହ । ଆଗରେ ବସିଛନ୍ତି ବାଚସ୍ପତି । ଜଣେ ଜଣେ କରି ପ୍ରଶ୍ନକର୍ତ୍ତାଙ୍କ ନାଁ ନେଇ ନିଜ ପ୍ରଶ୍ନ ରଖିବାକୁ ଅନୁରୋଧ କରୁଛନ୍ତି ବାଚସ୍ପତି । ଏହାରି ଭିତରେ ମୁଁ କହିବି, ମୁଁ କହିବି ନେଇ ନିଜ ମର୍ଯ୍ୟାଦା ଭୁଲିଗଲେ କଂଗ୍ରେସ ବିଧାୟକ । ଆଉ ତା ପରେ ପରସ୍ପର ମଧ୍ୟରେ ହିଁ…