Latest Odisha News

BREAKING NEWS

Browsing Category

ରାଜନୀତି

ଏବେ କ’ଣ କରିବେ ଶରଦ ପାଓ୍ବାର?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଫେଲ୍ ମାରିଲା ଶରଦ ପାଓ୍ବାରଙ୍କ ଗୋଟି । ଶାସକ ଦଳରେ ରୁହନ୍ତୁ କି ବିରୋଧୀ ଦଳରେ, ସବୁବେଳେ ନିଜ ପାଓ୍ବାର ଦେଖାଇ ଆସିଛନ୍ତି ଶରଦ ପାଓ୍ବାର । ହେଲେ ଏଥର ବିଧାନସଭା ଫଳାଫଳ ତାଙ୍କର ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରିଛି । ନିର୍ବାଚନ ବିପର୍ଯ୍ୟୟ ସହ ମହାରାଷ୍ଟ୍ର…

ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେ ଆଲୋଚନା, ମାଗିଲେ ଏହି ପଦ….

ମୁମ୍ବାଇ: ସ୍ପଷ୍ଟ ଜନାଦେଶ ପରେ ବି ଗଠନ ହୋଇପାରୁନି ମହାରାଷ୍ଟ୍ର ସରକାର । ରେଜଲ୍‌ଟ ବାହାରିବାର ୫ ଦିନ ପରେ ମଧ୍ୟ ମହାୟୁତି ନିଜର ନେତୃତ୍ବ ସ୍ଥିର କରିପାରୁ ନାହାନ୍ତି । କିଏ ହେବେ ମୁଖ୍ୟମନ୍ତ୍ରୀ? ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ବସୁଛି ଘନ ଘନ ବୈଠକ । ଗତକାଲି ବିଳମ୍ବିତ ରାତି…

ମୈଦାନକୁ ଫେରିବେ କି ଭି.କେ ପାଣ୍ଡିଆନ୍? ହଠାତ ଜନସମାଗମରେ ଆବିର୍ଭାବ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ ଦଳର ପୋଷ୍ଟର ବୟ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ଏମିତିକି ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ଘୋଷଣା କରିଥିଲେ। ଏହାପରେ କିନ୍ତୁ ପ୍ରତିଦିନି…

ସାଂସଦ ପ୍ରିୟଙ୍କାଙ୍କ ପାଇଁ ଅଗ୍ନିପଥ

ନୂଆଦିଲ୍ଲୀ: କେରଳ ଓ୍ବାଏନାଡରୁ ବମ୍ପର ବିଜୟ ପରେ ଲୋକସଭାରେ ପ୍ରିୟଙ୍କା ଗାନ୍ଧୀଙ୍କ ଡେବ୍ୟୁ । ହାତରେ ସମ୍ବିଧାନ ପୁସ୍ତକ ଓ ଧଳା ରଙ୍ଗର କେରଳୀ କସାବୁ ସାଢୀ ପିନ୍ଧି ସଂସଦରେ ଶପଥ ଗ୍ରହଣ କରିଛନ୍ତି ପ୍ରିୟଙ୍କା । ତାଙ୍କ ଏଣ୍ଟ୍ରି ସହ ସଂସଦରେ ଗାନ୍ଧୀ ପରିବାରର ସଦସ୍ୟ ସଂଖ୍ୟା ୩କୁ ବୃଦ୍ଧି…

ସଂସଦରେ କମ୍ପିବେ ଗାନ୍ଧୀ ପରିବାର: ମା’, ଭାଇଙ୍କ ପରେ ଏବେ ପ୍ରିୟଙ୍କା..

ନୂଆଦିଲ୍ଲୀ: ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା ଭଦ୍ରା ଗାନ୍ଧୀ । କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ଓ୍ବାୟନାଡ ଆସନରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଆଜି ବିଧିବଦ୍ଧ ଭାବେ ଲୋକସଭାରେ ଶପଥ ଗ୍ରହଣ କରିଛନ୍ତି । ପ୍ରଥମ ଥର କେରଳର ୱାୟାନାଡରୁ ବିପୁଳ ଭୋଟରେ ଜିତିଥିବା…

ପଛଘୁଞ୍ଚା ଦେଲେ ସିନ୍ଦେ, ଏଥର ଫଡନାଭିସ୍ ଶାସନ ଥୟ!

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ, ସେନେଇ ଚାଲିଛି ଅଙ୍କକଷା । ପୁଣି ସିନ୍ଦେ ସରକାର ନା ଏଥର ଫଡନେଭିସଙ୍କ କାନ୍ଧକୁ ଯିବ ମହାରାଷ୍ଟ୍ର ଶାସନ ଭାର? ଏନେଇ ଚର୍ଚ୍ଚା ଲାଗିରହିଥିବା ବେଳେ କିଛି ବଡ ଇସାରା ଦେଇଛନ୍ତି ଶିବସେନା ନେତା…

ରାଗ ଶୁଝାଇବେ ନା ଚୁପ୍ ରହିବେ ?

ଭୁବନେଶ୍ବର: ୬ମାସିଆ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ । ଗତକାଲି ରାଜ୍ୟ ସରକାର ସୁଜାତାଙ୍କର ଆଉ ୬ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହାପରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ନେଇଛନ୍ତି ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ…

ଚିନ୍ମୟ ପ୍ରଭୁ କିଏ…ଯାହା ପାଇଁ ଜଳୁଛି ବାଂଲାଦେଶ

ନୂଆଦିଲ୍ଲୀ: ପୁଣି ଅସନ୍ତୋଷର ନିଆଁରେ ଜଳୁଛି ବାଂଲାଦେଶ । ଜୟ ଶ୍ରୀରାମ, ହର ହର ମହାଦେବ ନାରାରେ କମ୍ପୁଛି ରାସ୍ତାଘାଟ । ମଶାଲ ଶୋଭାଯାତ୍ରାରେ ହିନ୍ଦୁ ସମାଜ । ବାଂଲାଦେଶରୁ ଭାରତ, ଆମେରିକା ଯାଏଁ ଗୋଟିଏ ସ୍ବର, ଚିନ୍ମୟ ପ୍ରଭୁଙ୍କୁ ବଞ୍ଚାଅ । ସୋସିଆଲ୍ ମିଡିଆରେ ବି ଚିନ୍ମୟ ପ୍ରଭୁଙ୍କୁ…

ବିଜେପିର ବିଭୀଷଣ ପଲିଟିକ୍ସ ଫେଲ୍ !

ନୂଆଦିଲ୍ଲୀ: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ କାନ୍ଧରେ ବନ୍ଧୁକ ରଖି କ୍ଷମତାର ଅଙ୍କ କଷିଥିଲା ବିଜେପି । ହେଲେ ବିଜେପି ବନ୍ଧୁକରୁ ହୋଇଗଲା ମିସଫାୟାର । କେବଳ ଝାଡ଼ଖଣ୍ଡ ନୁହେଁ, ବିହାରରୁ ପଶ୍ଚିମବଙ୍ଗ ଯାଏଁ ଫେଲ୍ ମାରିଛି ବିଜେପିର ବିଭୀଷଣ ପଲିଟିକ୍ସ । ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ…

ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ରେଜଲ୍ଟ ପରେ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ। ସେ ଉଦ୍ଧବଙ୍କ ପରାଜୟକୁ ତାଙ୍କ କର୍ମର ଫଳାଫଳ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁମାନେ ମହିଳା ଏବଂ ଅନ୍ୟମାନଙ୍କୁ ଅପମାନ କରନ୍ତି…