Latest Odisha News

BREAKING NEWS

Browsing Category

ରାଜନୀତି

ଅତ୍ୟାବଶକୀୟ ଜିନିଷର ଦର ବୃଦ୍ଧି ହ୍ରାସ ପାଇଁ ପଦକ୍ଷେପ ନିଅନ୍ତୁ ସରକାର : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇଛି। ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ସାଜିଛନ୍ତି ନିଦାବିଷ୍ଣୁ ପାଲଟିଥିବା ବିଜେଡ଼ି  ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଅହେତୁକ ଦର ବୃଦ୍ଧିରୁ ରାଜ୍ୟବାସୀଙ୍କୁ…

ବୁମେରାଂ ହେବ ବଟେଙ୍ଗେ ତୋ କଟେଙ୍ଗେ !

ନୂଆଦିଲ୍ଲୀ: ମହାରାଷ୍ଟ୍ର ହେଉ କି ଝାଡଖଣ୍ଡ । ହିନ୍ଦୁତ୍ବ ପିଚରେ ଖୋଲାଖୋଲି ବ୍ୟାଟିଂ କରୁଛି ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁଚର୍ଚ୍ଚିତ ନାରା ବଟେଙ୍ଗେ ତୋ କଟେଙ୍ଗେ ଉଭୟ ରାଜ୍ୟର ରାଜନୀତିକୁ ବେଶ୍ ସରଗରମ କରିଛି। ମହାରାଷ୍ଟ୍ରରେ ଯୋଗୀଙ୍କ ନାରା ଲଗାଉଛି…

ଦଳ ଭାଙ୍ଗିବ ନା ସରକାର ଗଢିବ?

ଭୁବନେଶ୍ବର: ଅତନୁଙ୍କ ମିଶାଣ ବଢିଲା ବିଜେପିର ଟେନସନ୍ ! ବିଜେପି ସରକାର ଭାଙ୍ଗିବାକୁ ଗେମପ୍ଲାନ୍ ! କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? କାହିଁକି ବାରମ୍ବାର ସରକାରକୁ ଫେରିବାକୁ ହିସାବ ଦେଖାଉଛନ୍ତି ବିଜେଡି ନେତା? ପ୍ରଥମେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଆଉ ଏବେ ଅତନୁ ସବ୍ୟସାଚୀ…

ମୋଦି ଯଦି ଦୋଷ ପ୍ରମାଣ କରିଦେବେ, ରାଜନୀତିରୁ ସନ୍ୟାସ ନେବି: ସିଦ୍ଧରମୈୟା

ବେଙ୍ଗାଲୁରୁ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପ୍ରଭାବ କର୍ଣ୍ଣାଟକର ରାଜନୀତିରେ ମଧ୍ୟ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ…

ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ପ୍ରଚାର ମଇଦାନରେ ବିଜେପି ପାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିବେ । ଏଥିପାଇଁ ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।  …

ବିଜେପିର ପାଓ୍ବାର ଶୋ: ମହାରାଷ୍ଟ୍ର ଖବରକାଗଜରେ ମୋଦିଙ୍କ ‘ଏକ ହେ ତୋ, ସେଫ ହେ’ ସ୍ଲୋଗାନ୍

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମୋଦିଙ୍କ ପାଓ୍ବାର ଶୋ । ଖବରକାଗଜରେ ବଡ ବଡ ଅକ୍ଷରରେ ବିଜ୍ଞାପନରେ ଝଲସିଲା ମୋଦିଙ୍କ ‘ଏକ ହେ ତୋ, ସେଫ ହେ’ ସ୍ଲୋଗାନ୍ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କଟାକ୍ଷ କରିବା ପାଇଁ ଏହି ସ୍ଲୋଗାନ୍ ଦେଇଥିଲେ । କଂଗ୍ରେସ ପଛୁଆ ବର୍ଗ…

ବାହାଘର କାର୍ଡ଼ରେ ଛପିଲା ସିଏମ ଯୋଗୀଙ୍କ ‘ବାଣ୍ଟୋଗେ ତୋ କଟୋଗେ’ ନାରା

ଗାନ୍ଧୀନଗର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନାରା 'ବାଣ୍ଟୋଗେ ତୋ କଟୋଗେ' ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ଭିତରେ ଗୁଜୁରାଟ ଭାବନଗରର ଜଣେ ବ୍ୟକ୍ତି ନିଜ ବାହାଘର ନିମନ୍ତ୍ରଣ ପତ୍ରରେ ଏହି ନାରାକୁ ଛପାଇଛନ୍ତି। ଏହା ସହ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ…

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ସିଏମ ଚେହେରାକୁ ନେଇ କ’ଣ କହିଲେ ଅମିତ ଶାହ

ମୁମ୍ବାଇ: ନିର୍ବାଚନୀ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମହାରାଷ୍ଟ୍ର ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛନ୍ତି। ଏହାପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଛନ୍ତି,…

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ କରି ବର୍ଷିଛନ୍ତି ବିଜେଡି ମୁଖପାତ୍ର ତଥା ମିଡିଆ…

ଝାଡଖଣ୍ଡରେ ଜେଏମଏମକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ : କହିଲେ, ଚମ୍ପାଇ ସୋରେନଙ୍କୁ ଅପମାନ କରାଯାଇଥିଲା…

ରାଞ୍ଚୀ : ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁମଲାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ସେ କଂଗ୍ରେସକୁ କଡା ଟାର୍ଗେଟ କରି ବର୍ଷିଛନ୍ତି। ସେ କହିଛନ୍ତି, ଜେଏମଏମ(ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ହିଁ…