Latest Odisha News

BREAKING NEWS

Browsing Category

ରାଜନୀତି

‘ଝାରଖଣ୍ଡକୁ ଲୁଟିଛନ୍ତି ସୋରେନ୍ ସରକାର’, ଶାଣିତ ଆକ୍ରମଣ କରି ବର୍ଷିଲେ ମୋଦି

ରାଞ୍ଚି: ଆଜି ଝାରଖଣ୍ଡରେ ରୋଡ ଶୋ’ କରିବା ସହ ବୋକାରୋବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦବୋଧନ ଆରମ୍ଭରୁ ହିଁ ହେମନ୍ତ ସୋରେନ୍ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସୋରେନ୍ ସରକାର ଘୋଟାଲା ସରକାର, ଝାରଖଣ୍ଡବାସୀଙ୍କୁ ଲୁଟୁଛନ୍ତି ବୋଲି କହି…

ମେଲାନିଆ ଟ୍ରମ୍ପଙ୍କ ଅଶ୍ଲୀଳ ଫଟୋ ଦେଖାଇଲା ଋଷ ଗଣମାଧ୍ୟମ

ନୂଆଦିଲ୍ଲୀ: ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଥିବା ବେଳେ ଋଷର ଭିନ୍ନ ଚିତ୍ର ଦେଖାଦେଇଛି। ଋଷର ଏକ ସରକାରୀ ଗଣମାଧ୍ୟମ ଚ୍ୟାନେଲ୍ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ନଗ୍ନ ଚିତ୍ର ପ୍ରସାରଣ କରିଥିଲା। ଋଷର…

ମହାରାଷ୍ଟ୍ରରେ ପ୍ରତିଶ୍ରୁତିର ପେଡି ଖୋଲିଲା ବିଜେପି: ଟାର୍ଗେଟରେ ମହିଳା, କୃଷକ, ଯୁବକ

ମୁମ୍ବାଇ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ମଇଦାନରେ ନିଜର ପାଓ୍ବାର ଶୋ କରୁଛନ୍ତି ବିଭିନ୍ନ ଦଳ । ଗୋଟେ ପଟେ ଭାଇ ଭାଇ ଲଢେଇ ଏଥରର ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ରୋଚକ କରିଥିଲା ବେଳେ ବିଜେପି ମଧ୍ୟ ଭୋଟରଙ୍କୁ ନିଜ ଆଡକୁ ଢଳିବାକୁ ଥୋପ ଫିଙ୍ଗିସାରିଛି । ମହାରାଷ୍ଟ୍ର…

ଝାରଖଣ୍ଡରେ ରଣହୁଙ୍କାର ଭରିବେ ମୋଦି, କରିବେ ରୋଡ ଶୋ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଆଜି ଏହାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମଇଦାନକୁ ଓହ୍ଲାଇବେ । ଆଜି ପ୍ରଧାନମନ୍ତ୍ରୀ ମୋଦି ରାଞ୍ଚି ଠାରେ ମେଗା ରୋଡ…

ଏଏମୟୁରେ କେବଳ ମୁସଲମାନଙ୍କ ସଂରକ୍ଷଣ ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟକୁ ନେଇ ମୁସଲମାନଙ୍କ ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ତର ପ୍ରଦେଶରେ  ରାଜନୀତି ଜୋର ଧରିଛି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ର ଖେର ଆସନରେ ନିର୍ବାଚନ ପ୍ରଚାର ସମୟରେ ଅଲିଗଡ଼ ମୁସିଲମ୍…

ଝାଡ଼ଖଣ୍ଡରେ ଯୋଦ୍ଧାର ନାଁ କଳ୍ପନା

ନୂଆଦିଲ୍ଲୀ: ବର୍ଷେ ତଳେ ରାଜନୀତିର ଅ ଆ ଜାଣିନଥିଲେ । ଏବେ ରାଜନୀତି ମଇଦାନର ପୋଖତ ଖେଳାଳି । ତାଙ୍କ ଭାଷଣ ଶୁଣିବାକୁ ଖରାରେ ବି ଭିଡ ଲଗାନ୍ତି ଆଦିବାସୀ ମହିଳା, ତାଳିବର୍ଷାରେ ଅଭିବାଦନ ଜଣାନ୍ତି । କେତେବେଳେ ସାନ୍ତାଳୀ ତ କେତେବେଳେ ହିନ୍ଦୀରେ ଲୋକଙ୍କ ପାଇଁ କୁହନ୍ତି, ଲୋକଙ୍କ କଥା…

‘୫ ମାସରେ ନୂଆ ଇତିହାସ ସୃଷ୍ଟି କଲେଣି ସରକାର’, କହି ତାତ୍ସଲ୍ୟ କଲେ ପ୍ରମିଳା

ଭୁବନେଶ୍ବର: ନୂଆ ସରକାର ଆସିବାର ଗତ ୫ ମାସ ଭିତରେ ବହୁ କିଛି ଘଟିଲାଣି । କେନ୍ଦୁଝର ଏବଂ କଟକରେ ଦୁଷ୍କର୍ମ, ଆମ୍ବ ଟାକୁଆ ଖାଇ ମୁତ୍ୟୁ । ଯାହା ୨୪ ବର୍ଷରେ ହୋଇନଥିଲା । ପରିବର୍ତ୍ତନ ଆଣିବୁ, ପରିବର୍ତ୍ତନ ଆଣିବୁ କହି ପୂରା ଇତିହାସ ହିଁ ବଦଳାଇ ଦେଲେ ବୋଲି କହି ନୂଆ…

ସତ ମାନିଲେ ଟ୍ରୁଡୋ, କାନାଡାରେ ଅଛନ୍ତି ଖଲିସ୍ତାନୀ ସମର୍ଥକ

ଓଟାବା: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ନୀତିକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ତାଙ୍କୁ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ଏହାରି ମଧ୍ୟରେ ସେ ନିଜେ ସ୍ୱୀକାର କରିଛନ୍ତି ଯେ…

ମହାରାଷ୍ଟ୍ରରେ ଅସଲି ବନାମ ନକଲି ଲଢେଇ

ନୂଆଦିଲ୍ଲୀ: କିଏ ଅସଲି କିଏ ନକଲି? କାହାର ଦଳ ଅସଲି ? ଉଦ୍ଧବ ଠାକରେଙ୍କ ଶିବସେନା ନା ଏକନାଥ ସିନ୍ଦେଙ୍କ ଶିବସେନା? ଶରଦ ପାଓ୍ବାରଙ୍କ ଏନସିପି ନା ଅଜିତ ପାଓ୍ବାରଙ୍କ ଏନସିପି? ଅଦାଲତରେ ହେଉ କି ନିର୍ବାଚନ କମିଶନଙ୍କ ପାଖରେ, ଦଳ ପ୍ରକୃତରେ କାହାର, ସେନେଇ ଲଢେଇ ତ ହୋଇଛି । ହେଲେ ଏଥର ବିଚାର…

କୁଆଡେ ଗଲା ସିଏମଙ୍କ ସିଙ୍ଗଡ଼ା ?

ନୂଆଦିଲ୍ଲୀ: ସିଏମଙ୍କ ପ୍ଲେଟରୁ ସିଙ୍ଗଡା, କେକ୍ ଗାଏବ । କିଏ ନେଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା? ସିଆଇଡିର ତନାଘନା । ପୋଲିସ ଅଧିକାରୀଙ୍କୁ ସୋକଜ୍ ନୋଟିସ ! ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡା ଓ କେକ୍ ଗାଏବ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି । ସିଙ୍ଗଡା ମୁଖ୍ୟମନ୍ତ୍ରୀଙ୍କ…