Latest Odisha News

BREAKING NEWS

Browsing Category

ରାଜନୀତି

କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ଦୃଢ ନିନ୍ଦା କଲେ ନବୀନ

ଭୁବନେଶ୍ବର:  ଗତ କିଛି ଦିନ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ସାଧାରଣ ନିର୍ବାଚନ ସିଟକୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏନେଇ ସୋସିଆଲ ମିଡିଆରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଥିବା ବେଳେ ଖୋଦ ନବୀନ ପଟ୍ଟନାୟକ ତାଙ୍କର ସୋସିଆଲ ମିଡ଼ିଆ…

ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ: ବିଜେଡି

ଭୁବନେଶ୍ୱର: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ବିଜେଡ଼ି ପକ୍ଷରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା…

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ବିରୋଧ, ରାଜ୍ୟପାଳଙ୍କୁ କଂଗ୍ରେସର ଦାବିପତ୍ର

ବୁବନେଶ୍ଵର: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଜୋର ଧରିଛି ରାଜନୀତି। ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ତଥା ଦାୟିତ୍ଵହୀନତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ…

ବିଜେପିରେ ମିଶିବେ ବିଜେଡ଼ିର ୨୭ ବିଧାୟକ: ସରୋଜ ପାଢ଼ୀ

ଭୁବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ବିଜେଡିର ୨୭  ବିଧାୟକ ଆମ ସହ ଯୋଗଯୋଗରେ…

ମହାରାଷ୍ଟ୍ର ନିର୍ବାଚନ: ନାଁ ସମାନ ବଡ ଟେନସନ

ନୂଆଦିଲ୍ଲୀ: ନାଁ ସମାନ ବଡ଼ କନଫ୍ୟୁଜନ । ସମାନ ନାଁର ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଟେନସନରେ ନେତା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୭ହଜାର ୯୯୪ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଛି । ତେବେ ବିଭିନ୍ନ ସିଟରେ ସମାନ ନାଁର ଦୁଇରୁ ତିନ ନେତା ରହିବା ଲଢେଇକୁ ଆହୁରି ରୋଚକ କରିଛି । ବିଶେଷ…

ମେଘନାଦ ପାଚେରି ଫାଟ… ବଢିଲା ରାଜନୀତି

ଭୁବନେଶ୍ବର: ମେଘନାଦ ପାଚେରିରେ ଫାଟ ପାଇଁ ଦାୟୀ କିଏ? ପୂର୍ବ ବିଜେଡି ସରକାରକୁ କଡା ସମାଲୋଚନା କରିଛି ବିଜେପି । ନିଜର ରାଜନୈତିକ ଫାଇଦା ପାଇଁ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ପୂର୍ବତନ…

ରାଜନୀତିରୁ ସନ୍ୟାସ ନେବେ କି ଶରଦ? କହିଲେ, ୧୪ ନିର୍ବାଚନ ଲଢିଲେଣି, କେଉଁଠି ତ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏବେ ସରଗରମ ମହାରାଷ୍ଟ୍ର ରାଜନୀତି । ଏହାରି ଭିତରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ରାଜନୀତିରୁ ସନ୍ୟାସ ଗ୍ରହଣ କରିବା ନେଇ ସଙ୍କେତ ଦେଇଛନ୍ତି । ୧୪ ଥର ନିର୍ବାଚନ ଲଢିଲେଣି, କେଉଁଠି ତ ବିଶ୍ରାମ…

ଆମେରିକାରେ କିଏ ଜିତିବ ନିର୍ବାଚନ, ଭବିଷ୍ୟବାଣୀ କଲା… 

ବ୍ୟାଙ୍କକ: ଭାଇରାଲ୍ ହେଉଥିବା ଥାଇଲ୍ୟାଣ୍ଡର ଗଣ୍ଡାକୁ ଆପଣ ନିଶ୍ଚୟ ଜାଣିଥିବେ। ଏହି ଭାଇରାଲ୍ ଜଳହସ୍ତି ମୋ ଡେଙ୍ଗ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ​​ବିଜେତା ହେବ ସେନେଇ ଭବିଷ୍ୟବାଣୀ କରିଛି। ମୋ ଡେଙ୍ଗ୍ ର ଭବିଷ୍ୟବାଣୀ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ…

ଆମେରିକା ନିର୍ବାଚନରେ ରଙ୍ଗର ଲଢେଇ..କାହିଁକି ବାଇଗଣୀ ଉପରେ ଦୁଇ ଦଳର ଫୋକସ?

ନୂଆଦିଲ୍ଲୀ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ୫୦ ରାଜ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଟକ୍କର ଦେଖିବାକୁ…

‘ଉତ୍ତମପୁରର ରାସ୍ତା ହେମା ମାଲିନିଙ୍କ ଗାଲ ପରି’

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଲିନୀଙ୍କ ସମ୍ପର୍କରେ ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ଏହି ବିବୃତ୍ତିକୁ ଗମ୍ଭୀରତାର ସହ ନେଇଛି ଏବଂ ବିବୃତ୍ତି ଦେଇଥିବା ଆପ୍ ବିଧାୟକଙ୍କ ବିରୋଧରେ…