Latest Odisha News

BREAKING NEWS

Browsing Category

ରାଜନୀତି

ପୂଜା ପେଣ୍ଡାଲ ପଲିଟିକ୍ସ: ମୋହନ Vs ନବୀନ

ଭୁବନେଶ୍ୱର: ପୂଜାରେ ଜମିଲା ରାଜନୀତିର ରଙ୍ଗ। ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ। ଦେବୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ। ଶକ୍ତି ସ୍ବରୂପିଣୀଙ୍କୁ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାରଦୀୟ ଦୁର୍ଗାପୂଜାରେ ସାରା ରାଜ୍ୟ ଉତ୍ସବମୁଖର…

ବିଜେଡିରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ବିଜେଡି ଭିତରେ କୁହୁଳୁଛି ଅସନ୍ତୋଷ। ବଡ଼ଚଣାରୁ କଟକ, ଜଳଜଳ ଦିଶୁଛି ଫାଟ । କେଉଁଠି ନେତା ଖୋଲାଖୋଲି ଇଙ୍ଗିତ କଲେଣି ତ ବରିଷ୍ଠ ନେତା ଦଳର କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେଣି। ଅକ୍ଟୋବର ୨ରୁ ବିଜେଡି ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା କରିଥିବା ବେଳେ ନିଜ ଦଳର ନେତାଙ୍କ…

ଦୁର୍ଗା ପୂଜା ଅବସରରେ ରାଜ୍ୟବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାତୃଶକ୍ତି ଆରାଧନାର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତିକୁ ଗରୀୟାନ କରିଛି। ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ…

ଇଭିଏମ ସିଲ୍ ପାଇଁ ଇସିଆଇଙ୍କୁ ଭେଟିଲା କଂଗ୍ରେସ

ନୂଆଦିଲ୍ଲୀ: ହରିୟାଣାରେ ପରାଜୟ ପରେ ଭୋଟ ଗଣତି ଓ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ସେନେଇ ଦଳ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ, ପବନ ଖେଡା, ଜୟରାମ ରମେଶ  ଓ ଅଜୟ ମାକନ ପ୍ରମୁଖଙ୍କୁ ନେଇ ଗଠିତ ଟିମ ଦିଲ୍ଲୀରେ ଇସିଆଇଙ୍କୁ ଭେଟିଛି।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସରେ ଡବଲ୍ ତାଲା ପକାଇଲା ପିଡବ୍ଲ୍ୟୁଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ପୁଣି  ବଢିଛି ବିବାଦ । ଦିଲ୍ଲୀ ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ତାଲା ମାରିଛି ପିଡବ୍ଲ୍ୟୁଡି । ଘରର ଗେଟ୍‌ରେ ବିଭାଗ ପକ୍ଷରୁ ପଡିଛି ଡବଲ୍ ତାଲା । ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି…

ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ନବୀନ କହିଲେ ଆମେ…

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ବୁଧବାର ଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। . ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ଏହି ଅବସରରେ ସେ…

ଜାମ୍ମୁ କାଶ୍ମୀର ନିର୍ବାଚନ ଫଳ : ଉମରଙ୍କ ରାଜନୈତିକ ଜୀବନରେ ନୂଆ ମୋଡ

ଜାମ୍ମୁ ଓ କାଶ୍ମୀରର ଐତିହାସିକ ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଂଟକୁ ମିଳିଛି ସ୍ପଷ୍ଟ ବହୁମତ । ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ପୁଣି ଥରେ ହେବେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ । ୨୦୦୯ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ଉମର…

ହରାଇ ଦେଲେ ହୁଡ୍ଡା?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ଏଜଜିଟ୍ ପୋଲ୍‌ର ପୂର୍ବାନୁମାନରେ ବେଶ୍ ଉତ୍ସାହିତ ହୋଇପଡିଥିଲେ କଂଗ୍ରେସ ନେତା । ସ୍ପଷ୍ଟ ବହୁମତ ସହ କଂଗ୍ରେସ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଥିଲେ ସବୁ ଏକଜିଟ୍ ପୋଲ୍ । ସମ୍ଭାବ୍ୟ ବିଜୟରେ ଆରମ୍ଭ ହୋଇଯାଇଥିଲା…

କାହିଁକି ଏକଜାଟ୍ ହେଉନି ଏକଜିଟ୍ ପୋଲ୍?

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ସୁନାମି। ହାତକୁ ମିଳିବ ହରିୟାଣା ଭୋଟରଙ୍କ ସାଥ୍। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଭଳି ଆକଳନ କରିଥିଲେ ଅଧିକାଂଶ ଏକଜିଟ୍ ପୋଲ ସର୍ଭେ କରିଥିବା ସଂସ୍ଥା । ହେଲେ ବିଜୟ ମୁହଁରୁ ପରାଜୟ ହିଁ ପାଇଛି କଂଗ୍ରେସ। ହରିୟାଣାରେ ବିଜେପି ହ୍ୟାଟ୍ରିକରେ…

‘କଂଗ୍ରେସ ସହ ଦିଲ୍ଲୀରେ ମେଣ୍ଟ କରିବନି ଆପ୍’

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆପ୍ କୁ ପରାଜୟର ସ୍ବାଦ ଚାଖିବାକୁ ମିଳିଛି । ଯାହାକୁ ନେଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଆମ୍ ଆଦମୀ ପାର୍ଟି ଲଢ଼ିବ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । ଆପ୍‌ ମୁଖପାତ୍ର ପ୍ରିୟଙ୍କା କକ୍କଡ ଏନେଇ ସ୍ପଷ୍ଟ କରିଛନ୍ତି । ଏହା ସହ ସେ…