Latest Odisha News

BREAKING NEWS

Browsing Category

ରାଜନୀତି

ରାହୁଲଙ୍କ ବୟାନବାଜିକୁ ଶାହଙ୍କ କଡା କାଉଣ୍ଟର

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନକୁ ନେଇ ଚର୍ଚ୍ଚା। ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ବିଜେପି ଖଡ୍ଗହସ୍ତ। ଭାରତରେ ଶିଖ୍ ଅଧିକାର ସଂପର୍କିତ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଛି ବିଜେପି। ଏବେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ…

ୟୁଏସ୍ ପ୍ରେସିଡେନ୍ସିଆଲ ବିତର୍କ: ଅର୍ଥନୀତି ଓ ଗର୍ଭପାତକୁ ନେଇ ଟ୍ରମ୍ପ ଓ ହାରିସ ମୁହାଁମୁହିଁ

ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୨ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ବିତର୍କ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସଙ୍କ ମଧ୍ୟରେ ଏବେ ଜୋରଦାର ବିତର୍କ। ଅର୍ଥନୀତି ଓ ଗର୍ଭପାତକୁ ନେଇ ୨ ପ୍ରତିଦ୍ବନ୍ଦ୍ବୀ ହୋଇଛନ୍ତି ମୁହାଁମୁହିଁ। ଟ୍ରମ୍ପଙ୍କ ଗର୍ଭପାତ ଆଭିମୁଖ୍ୟକୁ ନେଇ ଘେରିଲେ କମଲା ହାରିସ।…

ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?, କେଜ୍ରିଓ୍ବାଲଙ୍କ ବରଖାସ୍ତ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ବରଖାସ୍ତ ହେବେ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ? ଏହାକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବହୁଦିନ ହେବ ଜେଲରେ ରହିବା ପରେ ଏବେ ଦିଲ୍ଲୀ ଶାସନ ରାଷ୍ଟ୍ରପତିଙ୍କ ହାତକୁ ଯିବା ଏକ…

‘ଦିଲ୍ଲୀରେ ରାଷ୍ଟ୍ରପତି ଶାସନ କରିବାକୁ ଚାହୁଁଛି ବିଜେପି’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୀର୍ଘ ଦିନ ଧରି ଦିଲ୍ଲୀ ମଦ ଦୁର୍ନୀତି ଓ ଟଙ୍କା ହେରଫେର ମାମଲାରେ ଜେଲରେ ଅଛନ୍ତି । ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀ କହିଛନ୍ତି ଯେ, ଦିଲ୍ଲୀରେ କେଜ୍ରିୱାଲଙ୍କ ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତିଙ୍କ ଶାସନ…

ହରିୟାଣା ହୃଦୟରେ କିଏ?

ନୂଆଦିଲ୍ଲୀ: ହରିୟାଣାରେ ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ। ସାଧାରଣ ନିର୍ବାଚନ ପରେ ହେବାକୁ ଥିବା ହରିୟାଣା ନିର୍ବାଚନରେ କିଏ କରିବେ ବାଜିମାତ୍? ହରିୟାଣାର ହୃଦୟରେ କିଏ? ଗତ ଲୋକସଭା ନିର୍ବାଚନରେ ହରିୟାଣାର ମୋଟ୍ ୧୦ଟି ସିଟ୍ ମଧ୍ୟରୁ ଉଭୟ ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ଜିତିଛନ୍ତି ।…

ବିଜେଡିର ‘ପୋଲାଭରମ୍’ ଅସ୍ତ୍ର

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପକୁ ଅସ୍ତ୍ର କରି ବିଜେପି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ବିଜେଡିର ପୋଲାଭରମ ଟିମ। ପ୍ରକଳ୍ପ ଅଞ୍ଚଳରେ ବାସ୍ତବ ସ୍ଥିତି କଣ, ସେନେଇ ନବୀନଙ୍କୁ ଜଣାଇଛନ୍ତି। ପ୍ରକଳ୍ପ…

ମୋର ରାଜନୈତିକ କ୍ୟାରିଅରକୁ ବରବାଦ ପାଇଁ ଧମକ ମିଳିଥିଲା: ସୁନୀତି ମୁଣ୍ଡ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ରୁ ନିଲମ୍ବିତ ହେବାର କିଛି ଦିନ ପରେ ମୁହଁ ଖୋଲିଛନ୍ତି ସୁନୀତି ମୁଣ୍ଡ। ସେ ଅଭିଯୋଗ କରି କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ତାଙ୍କୁ ନିର୍ଯ୍ୟାତନା ସହ ଧମକ ଦିଆଯାଇଛି। ୨୦୨୨ ନିର୍ବାଚନରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ପଦ…

କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍ 

ଚଣ୍ଡୀଗଡ଼: କଂଗ୍ରେସ ସହ ହୋଇପାରିଲାନି ମେଣ୍ଟ, ହରିୟାଣା ରୁ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି। ଏନେଇ ସୋମବାର ଆମ ଆଦମୀ ପାର୍ଟି ୨୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଆପ୍‌ ଓ କଂଗ୍ରେସ ହରିୟାଣାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେଣୁ ବିଧାନସଭା ନିର୍ବାଚନ ମଧ୍ୟ…

ବିଦେଶରେ ବର୍ଷିଲେ ରାହୁଲ, ବିଜେପି କହିଲା ପୁରୁଣା ଅଭ୍ୟାସ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଯାଇ ରାହୁଲ ବିଭିନ୍ନ ପ୍ରସଙ୍ଗରେ ରଖିଛନ୍ତି ମତ । ଲୋକସଭା ନିର୍ବାଚନ ଫଳାଫଳ, ଭାରତ ଯୋଡ ଯାତ୍ରା, ଅର୍ଥନୀତି ଏମିତି ଅନେକ ପ୍ରସଙ୍ଗରେ ମତ ରଖିଛନ୍ତି…

ମମତାଙ୍କ ପ୍ରତି ବୈରାଗ୍ୟ, ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା

କୋଲକାତା: ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ…