Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ, ଏହି ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି । ଗୋଟିଏ ପଟେ ଚମ୍ପଇ ସୋରେନ ଜେଏମଏମ ଛାଡି ବିଜେପିକୁ ସମର୍ଥନ କରୁଥିବାବେଳେ ବର୍ତ୍ତମାନ ହେମନ୍ତ ସୋରେନ ମଧ୍ୟ ଆଗକୁ ବଢିଛନ୍ତି । ଏନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ…

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ…

ସରକାରୀ କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଗଲେ ବିଧାୟିକା….ଯାହା ଦେଖିଲେ…

କଟକ: କଟକ ଅବକାରୀ ଅଫିସରେ ହଠାତ୍ ପହଞ୍ଚିଗଲେ ବିଧାୟିକା । ଦେଖିଲା ବେଳକୁ ଅଫିସରେ ନାହାନ୍ତି ଅଧିକାରୀ । ଏଣେତେଣେ ଚଟାଣରେ ବିଛାଡି ହୋଇ ପଡିଛି ଗୁରୁତ୍ବପୂର୍ଣ୍ଣ ଫାଇଲ । ସେପଟେ ଟେବୁଲରେ ଜମି ଗଲାଣି ଧୂଳି । କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି ଅସନ୍ତୋଷ ଝାଡିଲେ ବିଧାୟିକା । କଟକ…

ଇଡି ହରଡଘଣାରେ ଆଉ ଜଣେ ଆପ୍ ନେତା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଆଉ ଜଣେ ନେତାଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ –ଇଡି । ଦିଲ୍ଲୀ ଓଖଲା ବିଧାୟକ ଅମାନତୁହ୍ଲା ଖାନଙ୍କୁ ଦିଲ୍ଲୀ ୱାକଫ୍ ବୋର୍ଡ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି ଇଡି । ଇଡି ଅଧିକାରୀମାନେ ଆସି ତାଙ୍କୁ ଗିରଫ କରିବେ ବୋଲି ଆପ୍ ବିଧାୟକ…

ସେପ୍ଟେମ୍ବରରେ ତିନି ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଯିବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ସେପ୍ଟେମ୍ବର ୮ରୁ୧୦ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ରାହୁଲ । ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ରାହୁଲ ଗାନ୍ଧୀ ଟେକ୍ସାସ, ଡାଲ୍ଲାସ ଓ…

ତେଜିଲା ରେଭେନ୍ସା ରାଜନୀତି: ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି କହିଲା ବିଜେପି

ଭୁବନେଶ୍ଵର: ତେଜିବାରେ ଲାଗିଲାଣି ରେଭେନ୍ସା ରାଜନୀତି । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ରାଜନୀତି ଜୋର ଧରିବାରେ ଲାଗିଛି । ଶାସକ-ବିରୋଧି ଟଣାଟଣି ହେବାରେ ଲାଗିଲେଣି । ସେପଟେ ରେଭେନ୍ସା ପ୍ରସଙ୍ଗରେ ବିଜେଡିକୁ…

ପଦ ଛାଡିଲେ ଜେଡିୟୁ ନେତା କେ.ସି ତ୍ୟାଗି

ନୂଆଦିଲ୍ଲୀ: ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗି । ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରୀୟ ମୁଖପାତ୍ର ପଦ ଛାଡିଲେ ତ୍ୟାଗି । ତ୍ୟାଗିଙ୍କ ଇସ୍ତଫା ପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂଆ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଦଳର ମହାସଚିବ…

‘ଯାହା କହିଛି ତାହା କରୁଛି ବିଜେପି, ଆଉ ବିଶୃଙ୍ଖଳାକାରୀଙ୍କୁ ଛଡାଯିବନି’

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ବିଜେପି ସଂକଳ୍ପ ପତ୍ରରେ ଯାହାଯାହା କହିଥିଲା ତାହା କରି ଦେଖାଉଛି । ସେ ସୁଭଦ୍ରା ଯୋଜନା ହେଉକି ରତ୍ନ ଭଣ୍ଡାର କି ୪ ଦ୍ବାର ଖୋଲିବା…

ଭୁବନେଶ୍ବର ମେୟରଙ୍କୁ ଅସମ୍ମାନ !

ଭୁବନେଶ୍ବର: ନିମନ୍ତ୍ରଣ କଲେ, ବସିବାକୁ ଚେୟାର ଦେଲେନି । ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ବିଜେପି ସରକାର ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମକୁ ମେୟରଙ୍କୁ ନିମନ୍ତ୍ରଣ କରି ଚେୟାର ଦିଆଯାଇନଥିବା ସୁଲୋଚନା ଦାସ କହିଛନ୍ତି ।…

ପୁଣି ବିଚ୍ ସାକ୍ସ ପୁଣି ବିବାଦ !

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନୀତି। ଗଞ୍ଜାମ ମଦମୃତ୍ୟୁ ମାମଲାରେ ବ୍ୟାକଫୁଟକୁ ଯାଇଥିବା ବିଜେପି ସରକାର ନୂଆ ଅବକାରୀ ନୀତି ଲାଗୁ କରି ନିଜ ଇମେଜ୍ ସଫା କରିବାକୁ ଉଦ୍ୟମ କରିଛନ୍ତି । ନୂଆ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବନି ।…