Latest Odisha News

BREAKING NEWS

Browsing Category

ରାଜନୀତି

ନୂଆ ସଭାପତି ନିର୍ବାଚନରେ କାହିଁକି ଡେରି ?

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ, ସେନେଇ ଜାରି ରହିଛି ସସପେନ୍ସ। ଏଥିପାଇଁ ଜାରି ରହିିଛି ଘନ ଘନ ବୈଠକ । ଆରଏସଏସ ମଧ୍ୟ ଆରମ୍ଭ କରିଦେଇଛି ବିଚାରବିମର୍ଶ ପ୍ରକ୍ରିୟା।  କିନ୍ତୁ ନଡ୍ଡାଙ୍କ ଉତ୍ତରାଧିକାରୀ ନିର୍ବାଚନ ବିଳମ୍ବିତ ହେଉଛି, ଯାହା କି ରାଜନୀତି…

ଅଶାନ୍ତ ବାଂଲାଦେଶରେ ବହୁତ କିଛି ବଦଳିଛି

ଢାକା: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ସହ ଅନେକ କିଛି ବଦଳି ଯାଇଛି । ହସିନାଙ୍କ ଇସ୍ତଫା ଓ ବାଂଲାଦେଶରୁ ପଳାୟନ ପରେ ବି ଶାନ୍ତ ହୋଇନାହାନ୍ତି ଆନ୍ଦୋଳନକାରୀ । ଉଗ୍ର ଆନ୍ଦୋଳନକାରୀ ଓ ବିରୋଧୀ ଦଳ ବାଂଲାଦେଶ ଜନ୍ମ ଓ ଏହାର ଇତିହାସକୁ ବୋଧହୁଏ ଭୁଲାଇ ଦେବା ଚାହାନ୍ତି । ହସିନା ଓ ଆୱାମୀ…

କାହିଁକି ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ?

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ଫୁମିଓ କହିଛନ୍ତି ଯେ, ସେପ୍ଟେମ୍ବରରେ ସେ ଇସ୍ତଫା ଦେବେ। କାରଣ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେଉଛି। ସେପ୍ଟେମ୍ବରରେ ହେବାକୁ ଥିବା ଦଳର ସଭାପତି ନିର୍ବାଚନରେ ମଧ୍ଯ ​​ପ୍ରତିଦ୍ୱନ୍ଦ୍ୱିତା…

ୟାସିରଙ୍କ ସ୍ଥାନରେ ଉଦିତ୍ ହେଲେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି

ନୂଆଦିଲ୍ଲୀ: ଏନଏସୟୁଆଇ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ମୋହର ଲଗାଇଛି ଏଆଇସିସି । ଛାତ୍ର କଂଗ୍ରେସକୁ ମିଳିଛି ନୂଆ ସଭାପତି । ଆଜି ଏଆଇସିସି ୯ ରାଜ୍ୟ ପାଇଁ ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ କରିଛି । ବଦଳିଛନ୍ତି ଓଡିଶା ଛାତ୍ର କଂଗ୍ରେସ ସଭାପତି । ଉଦିତ ପ୍ରଧାନଙ୍କୁ ପ୍ରଦେଶ ଛାତ୍ର…

ବାଂଲାଦେଶୀ ହିନ୍ଦୁଙ୍କୁ ୟୁନୁସଙ୍କ ଆହ୍ବାନ; ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ

ଢାକା: ବାଂଲାଦେଶର ପ୍ରସିଦ୍ଧ ଢାକେଶ୍ୱରୀ ମନ୍ଦିରରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କୁ ମଙ୍ଗଳବାର ଭେଟିଛନ୍ତି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ତାଙ୍କ ସରକାରର ଭୂମିକା ବିଚାର କରିବା ପୂର୍ବରୁ ଧୈର୍ଯ୍ୟ ଧରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ସେ। ଗଣମାଧ୍ୟମକୁ ଏକ…

ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା: ବିଜେପି

ଭୁବନେଶ୍ୱର: ବିଜେଡି ସରକାର ସମୟରେ ଯେଉଁଭଳି ଖୁଲମଖୁଲା ଦୁର୍ନୀତି ଚାଲୁଥିଲା ତା'ର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି । ଆଗରୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି…ବଢିଲା ରାଜନୀତି

ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ହେଉ ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ବଢିଲା ରାଜନୀତି । ଆଇନରେ ରହିଥିବା ଅସଙ୍ଗତି ଦୂର କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ।…

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା…

“ଭାରତ ମାତା କି ଜୟ”, ଭୁଲ୍ ଲେଖିଲେ ମନ୍ତ୍ରୀ, ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ବର: ‘ଭାରତ ମାତା କି ଜୟ’ ଭୁଲ୍ କରି ‘ଡାରତ ମାତା କି ଜୟ’ ବୋଲି ଲେଖିଦେଲେ ରାଜସ୍ବ ମନ୍ତ୍ରୀ । ସଂଶୋଧନ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଯାହାକୁ ନେଇ କଡା ନିନ୍ଦା କରିଛି ବିଜେଡି । ଓଡିଶାର ଶାସନ କୁଳାଙ୍ଗାରଙ୍କ ହାତରେ ଅଛି ବୋଲି କହି ଧିକ୍କାର କରିଛି । ତେବେ…

ସେଂଟ୍ ମାର୍ଟିନ ପାଇଁ ହସିନାଙ୍କୁ ତଡିଲା ଆମେରିକା ?

ନୂଆଦିଲ୍ଲୀ: ବାଂଲାଦେଶର ଏକ ଛୋଟ ଆଇଲାଣ୍ଡ୍ ହେଲା କି ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତର କାରଣ ? ଆଇଲାଣ୍ଡର ସାର୍ବଭୌମତ୍ୱ ନ ମିଳିବାରୁ ହସିନା ସରକାର ବିରୋଧରେ ଷଡଯନ୍ତ୍ର କରିଥିଲା କି ଆମେରିକା ? ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ପ୍ରଥମ ଥର ପାଇଁ ଇସାରା କରିଛନ୍ତି…