Latest Odisha News

BREAKING NEWS

Browsing Category

ରାଜନୀତି

ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍

ନୂଆଦିଲ୍ଲୀ : ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି ଘଟଣା…

କ’ଣ ହେବ ଉଦ୍ଧବଙ୍କ ଭବିଷ୍ୟତ?

ନୂଆଦିଲ୍ଲୀ: ସେନା ବନାମ ସେନା ଲଢେଇରେ ଉଦ୍ଧବଙ୍କୁ ବଡ ଝଟକା। ଉଦ୍ଧବ ଠାକରେଙ୍କ ସେନା ବଦଳରେ ଏକନାଥ ସିନ୍ଦେଙ୍କ ସେନାକୁ ଭରସା କଲେ ମହାରାଷ୍ଟ୍ର ଜନତା। ୯୪ଟି ବିଧାନସଭା ସିଟ୍ ଲଢିଥିବା ଉଦ୍ଧବଙ୍କ ସେନା ମାତ୍ର ୨୦ଟିରେ ଜିତିଛି । ଯେବେକି ଏକନାଥ ସିନ୍ଦେଙ୍କ ଶିବସେନା ୮୫ଟି ସିଟ ଲଢି ୫୭ଟିରେ…

ନିର୍ବାଚନ ବେଳେ କାହିଁକି ବିଜେପି ପାଲଟିଲା ଓଡ଼ିଶାବାସୀଙ୍କ ପସନ୍ଦ, ମୋଦୀ ଫିଟାଇଲେ ଗୁମର

ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରଥମ ଥର ସରକାରକୁ ଆସିଛି। ନିର୍ବାଚନ ବେଳେ କିନ୍ତୁ ବିଜେପି ଲୋକଙ୍କ ପସନ୍ଦ ପାଲଟିବ ବୋଲି କେହି ଆକଳନ କରିନଥିଲେ। କିନ୍ତୁ ଫଳାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ପୂର୍ବର ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜନୈତିକ ସମୀକ୍ଷକ…

ଓଡ଼ିଶାରେ ନଟ୍ ଆଉଟ୍ ପ୍ଲାନରେ ବିଜେପି; ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ହଜାଇଲା ବିରୋଧୀଙ୍କ ନିଦ!

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ଏଯାବତ ତିନି ଥର ଓଡ଼ିଶାକୁ ଆସିଛନ୍ତି। ଆଉ ଦେଶର ସର୍ବୋଚ୍ଚ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତିକୁ ଦେଇଛି ବଡ଼ ବାର୍ତ୍ତା। ଆଉ ମୋଦୀଙ୍କ ଗସ୍ତ ଓଡ଼ିଶାକୁ କେନ୍ଦ୍ର ସରକାର ଅତି ନିକଟରୁ ଦେଖୁଛି ବୋଲି ଗୋଟିଏ…

ବିଜେପି ନେତାଙ୍କ ବୈଠକରେ ମୋଦୀଙ୍କ ‘ଗୁଜରାଟ ମଡ଼େଲ’ ଥିଓରୀ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଜୋଶରେ। କାରଣ ଦଳର ମୁଖିଆ ମାନେ ଓଡ଼ିଶା ଆସିଛନ୍ତି। ଏହି ଅବସରରେ ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦଳର ସାଂସଦ, ବିଧାୟକ ଓ ନେତା ଏକାଠି ରାତ୍ରି ଭୋଜନ କରିଛନ୍ତି। ଏହି ସମୟରେ କୁଆଡେ ମୋଦୀଙ୍କ ସହ ଅନେକ ନେତା ନିଜ ମନର…

କଂଗ୍ରେସରେ ଉପରୁ ତଳ ଯାଏ ପରିବର୍ତ୍ତନ ଜରୁରୀ: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ହୋଇଛି। ନିର୍ବାଚନ ଫଳାଫଳକୁ ନେଇ ନିରାଶ ହେବା ଉଚିତ୍ ନୁହେଁ। ବରଂ ଦଳକୁ ମଜବୁତ କରିବା ପାଇଁ ଉପରୁ ତଳ ପର୍ଯ୍ୟନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କଂଗ୍ରେସ…

ପୁଣି ବଢିବ ଆଳୁ ଦର !

ଭୁବନେଶ୍ବର: ଆଳୁ ଦେବେନି ଦିଦି । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି । ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ । ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ…

ଏବେ କ’ଣ କରିବେ ଶରଦ ପାଓ୍ବାର?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଫେଲ୍ ମାରିଲା ଶରଦ ପାଓ୍ବାରଙ୍କ ଗୋଟି । ଶାସକ ଦଳରେ ରୁହନ୍ତୁ କି ବିରୋଧୀ ଦଳରେ, ସବୁବେଳେ ନିଜ ପାଓ୍ବାର ଦେଖାଇ ଆସିଛନ୍ତି ଶରଦ ପାଓ୍ବାର । ହେଲେ ଏଥର ବିଧାନସଭା ଫଳାଫଳ ତାଙ୍କର ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରିଛି । ନିର୍ବାଚନ ବିପର୍ଯ୍ୟୟ ସହ ମହାରାଷ୍ଟ୍ର…

ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେ ଆଲୋଚନା, ମାଗିଲେ ଏହି ପଦ….

ମୁମ୍ବାଇ: ସ୍ପଷ୍ଟ ଜନାଦେଶ ପରେ ବି ଗଠନ ହୋଇପାରୁନି ମହାରାଷ୍ଟ୍ର ସରକାର । ରେଜଲ୍‌ଟ ବାହାରିବାର ୫ ଦିନ ପରେ ମଧ୍ୟ ମହାୟୁତି ନିଜର ନେତୃତ୍ବ ସ୍ଥିର କରିପାରୁ ନାହାନ୍ତି । କିଏ ହେବେ ମୁଖ୍ୟମନ୍ତ୍ରୀ? ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ବସୁଛି ଘନ ଘନ ବୈଠକ । ଗତକାଲି ବିଳମ୍ବିତ ରାତି…

ମୈଦାନକୁ ଫେରିବେ କି ଭି.କେ ପାଣ୍ଡିଆନ୍? ହଠାତ ଜନସମାଗମରେ ଆବିର୍ଭାବ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ ଦଳର ପୋଷ୍ଟର ବୟ ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ଏମିତିକି ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ଘୋଷଣା କରିଥିଲେ। ଏହାପରେ କିନ୍ତୁ ପ୍ରତିଦିନି…